ଭିଜିଲାନ୍ସ ହାବୁଡ଼ରେ କୋଟିପତି ସହକାରୀ ଶିକ୍ଷକ

ନବରଙ୍ଗପୁର(ନବଘନ ବିଷୋୟୀ):  ବୃତ୍ତିରେ ଥିଲେ ସହକାରୀ ଶିକ୍ଷକ। ସମ୍ପତ୍ତି କିନ୍ତୁ ଅଚଳାଚଳ । ସହକାରୀ ଶିକ୍ଷକ ଭାବେ ଚାକିରୀ କରି  ଏବେ ସେ ସାଢ଼େ ୫ କୋଟି ଟଙ୍କା ସମ୍ପତ୍ତିର ମାଲିକ । ତାଙ୍କ ନାଁ ସୁବ୍ରତ କୁମାର ଚୌଧୁରୀ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମୁଣ୍ଡାଗଡ଼ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆସିଷ୍ଟାଷ୍ଟ ଟିଚର୍ ।  ସେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡ଼ିଛନ୍ତି ଭିଜିଲାନ୍ସ ହାବୁଡ଼ରେ । ସୁବ୍ରତଙ୍କର ନବରଙ୍ଗପୁରରେ […]

nabarangpur-2..

nabarangpur-2..

Niharika Rout
  • Published: Thursday, 25 July 2019
  • Updated: 25 July 2019, 08:20 AM IST

ନବରଙ୍ଗପୁର(ନବଘନ ବିଷୋୟୀ):  ବୃତ୍ତିରେ ଥିଲେ ସହକାରୀ ଶିକ୍ଷକ। ସମ୍ପତ୍ତି କିନ୍ତୁ ଅଚଳାଚଳ । ସହକାରୀ ଶିକ୍ଷକ ଭାବେ ଚାକିରୀ କରି  ଏବେ ସେ ସାଢ଼େ ୫ କୋଟି ଟଙ୍କା ସମ୍ପତ୍ତିର ମାଲିକ । ତାଙ୍କ ନାଁ ସୁବ୍ରତ କୁମାର ଚୌଧୁରୀ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମୁଣ୍ଡାଗଡ଼ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆସିଷ୍ଟାଷ୍ଟ ଟିଚର୍ ।  ସେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡ଼ିଛନ୍ତି ଭିଜିଲାନ୍ସ ହାବୁଡ଼ରେ ।

ସୁବ୍ରତଙ୍କର ନବରଙ୍ଗପୁରରେ ରହିଛି ୨ କୋଟି ୨୩ ଲକ୍ଷ ୬୬ ହଜାରରୁ ଅଧିକ ମୂଲ୍ୟର ୪ ମହଲା କୋଠା, ନବରଙ୍ଗପୁର ଏବଂ ଆଖପାଖରେ ଅଞ୍ଚଳରେ ୧ କୋଟି ୩୩ ଲକ୍ଷ ୬୧ ହଜାରରୁ ଅଧିକ ମୂଲ୍ୟର ଏକାଧିକ ପ୍ଲଟ, ନବରଙ୍ଗପୁର ନୂଆବନ୍ଧସାହିରେ ୧୯ ଲକ୍ଷରୁ ଅଧିକ ମୂଲ୍ୟର ନିର୍ମାଣାଧିନ ଦୁଇ ମହଲା କୋଠା । ଏହାବ୍ୟତୀତ ତାଙ୍କ ନିକଟରେ ରହିଛି ଗୋଟିଏ କାର୍, ୩ଟି ବାଇକ୍, ୫୦ ଲକ୍ଷ ଟଙ୍କାର ବୀମା, ୧୦ ଲକ୍ଷ ଟଙ୍କାର ସୁନା ଗହଣା ଆଦି ଅନେକ ସମ୍ପତ୍ତି । ଏ ସମସ୍ତ ସମ୍ପତ୍ତିର ମୂଲ୍ୟ ୫ କୋଟି ୫୮ ଲକ୍ଷ ୨୮ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

[caption id="attachment_410654" align="aligncenter" width="750"] ସୁବ୍ରତ ଚୌଧୁରୀ[/caption]

୨୦୦୫ରେ ସହକାରୀ ଶିକ୍ଷକ ଭାବେ ଯୋଗଦେଇଥିବା ସୁବ୍ରତ ଚୌଧୁରୀ ଗତ ଜୁନ୍ ମାସରେ  ନିଜ ଚାକିରିରୁ ଇସ୍ତଫା ଦେଇଥିଲେ । ସେ କମ୍ପ୍ୟୁଟର  ଇନଷ୍ଟିଚ୍ୟୁଟ ସହ ସେବା ପ୍ରଦାନକାରୀ ଏଜେନ୍ସି ଚଳାଇଥିଲେ । ତେବେ ଏତେ ପରିମାଣର ସମ୍ପତ୍ତି ସେ ଉପାର୍ଜନ କଲେ କେମିତି ସେନେଇ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ କରିଛନ୍ତି । କିଛି ଦିନ ତଳେ ପୁରୀ ଜିଲ୍ଲାର ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବାବେଳେ ଏବେ ସହକାରୀ ଶିକ୍ଷକ ପଦବୀରୁ ଅବସର ନେଇଥିବା ସୁବ୍ରତ କୁମାର ଚୌଧୁରୀଙ୍କ ସମ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story