ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା (ବଳରାମ ଲେଙ୍କା): ଠିକାଦାରଙ୍କ ବିଲ୍ କରି ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଗିରଫ କରାଯାଇଛି। ଜଳସେଚନ ବିଭାଗର ଏକ ଠିକା କାମରେ ୩ ଲକ୍ଷ ୭୦ ହଜାର ଟଙ୍କାର ଫାଇନାଲ ବିଲ୍ କରି ଦେବାକୁ ସେ ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କୁ ବାରମ୍ବାର ଦୌଡ଼ାଉ ଥିଲେ। ଶେଷରେ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି […]

Vigilance Raid

Vigilance Raid

Jitendra Garnayak
  • Published: Tuesday, 07 December 2021
  • Updated: 07 December 2021, 02:34 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଠିକାଦାରଙ୍କ ବିଲ୍ କରି ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଗିରଫ କରାଯାଇଛି।

ଜଳସେଚନ ବିଭାଗର ଏକ ଠିକା କାମରେ ୩ ଲକ୍ଷ ୭୦ ହଜାର ଟଙ୍କାର ଫାଇନାଲ ବିଲ୍ କରି ଦେବାକୁ ସେ ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କୁ ବାରମ୍ବାର ଦୌଡ଼ାଉ ଥିଲେ। ଶେଷରେ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହା ପରେ ଶୁଭ୍ରଜିତ ସାମନ୍ତରାୟ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ।

ପୂର୍ବ ଯୋଜନା ଅନୁସାରେ ଆଜି ଜଳସେଚନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଶୁଭ୍ରଜିତ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳଙ୍କୁ ୧୦ ଟଙ୍କା ଦେଇଥିଲେ। ଏହା ପରେ ଭିଜିଲାନ୍ସ ୮ ଜଣିଆ ଟିମ୍ ତାଙ୍କୁ କାବୁ କରି ତାଙ୍କ ପକେଟ୍‌ରୁ କେମିକାଲ ଯୁକ୍ତ ନୋଟ୍ ଜବତ କରିଥିଲେ। ଶ୍ରୀ ବିଶ୍ୱାଳଙ୍କୁ ଗିରଫ କରିବା ସହିତ ତାଙ୍କ ଅଫିସରୁ କିଛି କାଗଜପତ୍ର ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ଏହା ପରେ ତାଙ୍କର ଭୁବନେଶ୍ୱର ସ୍ଥିତ ଗଙ୍ଗନଗର ବାସଭବନ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story