‘ତିତଲି'ରେ ଗଜପତି ଜିଲ୍ଲାରେ ୧୭ଜଣଙ୍କ ମୃତ୍ୟୁ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ତିତଲି’ରେ ଜିରୋ କାଜୁଆଲଟି(ଶୂନ ମୃତାହତ) ବୋଲି ରାଜ୍ୟ ସରକାରଙ୍କ ଦାବିକୁ ରାଜ୍ୟ ବିଜେପି ମିଥ୍ୟା ପ୍ରମାଣିତ କରିଛି। ଦଳ ସାଂଘାତିକ ଅଭିଯୋଗ ଆଣି କହିଛି ଯେ କେବଳ ଗଜପତି ଜିଲ୍ଲାରେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏକାଧିକ ଟ୍ୱିଟ୍ ମାଧ୍ୟମରେ ସରକାରଙ୍କ ‘ଜିରୋ କାଜୁଆଲିଟି’ ଦାବି ଏକ ଧୂଆଁବାଣ ବୋଲି କହିବା ସହ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଂଚାୟତସ୍ଥିତ ବଡ଼ଘର […]

Bhrugu

Bhrugu

Jitendra Garnayak
  • Published: Saturday, 13 October 2018
  • Updated: 13 October 2018, 09:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ତିତଲି’ରେ ଜିରୋ କାଜୁଆଲଟି(ଶୂନ ମୃତାହତ) ବୋଲି ରାଜ୍ୟ ସରକାରଙ୍କ ଦାବିକୁ ରାଜ୍ୟ ବିଜେପି ମିଥ୍ୟା ପ୍ରମାଣିତ କରିଛି। ଦଳ ସାଂଘାତିକ ଅଭିଯୋଗ ଆଣି କହିଛି ଯେ କେବଳ ଗଜପତି ଜିଲ୍ଲାରେ ୧୭ଜଣଙ୍କ ମୃତ୍ୟୁ ଘଟିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏକାଧିକ ଟ୍ୱିଟ୍ ମାଧ୍ୟମରେ ସରକାରଙ୍କ ‘ଜିରୋ କାଜୁଆଲିଟି’ ଦାବି ଏକ ଧୂଆଁବାଣ ବୋଲି କହିବା ସହ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଂଚାୟତସ୍ଥିତ ବଡ଼ଘର ଗାଁର ୧୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ସାମୁଦ୍ରିକ ଝଡ଼ ‘ତିତଲି’ରୁ ଜୀବନ ବଂଚାଇବା ପାଇଁ ଗୋଟିଏ ଗୁମ୍ଫାରେ ସେମାନେ ଆଶ୍ରୟ ନେଇଥିବାବେଳେ ମାଟିଅତଡ଼ା ଧସିବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ୪ଜଣ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୫ଜଣ ଶିଶୁଥିବା ସେ କହିଛନ୍ତି।

ସେହିପରି ରାୟଗଡ଼ ବ୍ଲକର ଗଣ୍ଡାହାତୀ ପଂଚାୟତର ବଡ଼ସାହି ଗାଁରେ ୧୨ବର୍ଷର ବାଳକ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି।

ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତରେ ଜଣେ ଗର୍ଭବତୀ ଓ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛ ।ଏହି ଦମ୍ପତିଙ୍କ ଘର ଭଦ୍ରକରେ ଓ ସେମାନେ ଗଜପତିରେ ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିରେ କାମ କରୁଥିଲେ ।

ସେହିପରି କାଶୀନଗର ବ୍ଲକର ଅଳଦା ପଂଚାୟତର ଦିଦିଙ୍ଗୁଡ଼ା ଗାଁରେ ଜଣେ ୧୬ବର୍ଷୀୟା ଝିଅର ମୃତ୍ୟୁ ଘଟିଛି ।

ଏହି ସମସ୍ତଙ୍କର ଶବ ଉଦ୍ଧାର ହୋଇଛି । ପ୍ରଭାବିତ ଲୋକଙ୍କ ପାଖରେ ଏବେସୁଦ୍ଧା ପ୍ରଶାସନ ପହଞ୍ଚି ପାରିନି ।

ସୂଚନାଯୋଗ୍ୟ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିବାବେଳେ କୌଣସି ସ୍ଥାନରେ କେହି ମୃତାହତ ହୋଇନଥିବା ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏପରିକି ଗୁରୁବାର ରାଜସ୍ୱ ବିଭାଗ ଓ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟରେ ତିତଲି ଯୋଗୁ କେହି ପ୍ରାଣ ହରାଇନଥିବା ଦାବି କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story