ଏଟି ଠକେଇ ମାମଲା: ୮୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ଆବେଦନ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୮୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆବେଦନ କରାଯାଇଛି। ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଓ ତାଙ୍କର ୪ଟି କମ୍ପାନୀ ବିରୋଧରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ ଦିଆଯାଇଛି। କେଉଁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ସେନେଇ ଇଡି ତଥ୍ୟ ମଧ୍ୟ ଦେଇଛି। ସିବିଆଇ ମଧ୍ୟ ଏହି ମାମଲାରେ ସମାନ୍ତରାଳ ତଦନ୍ତ ଜାରି ରଖିଛି।

chitfund

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 11:20 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୮୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆବେଦନ କରାଯାଇଛି। ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଓ ତାଙ୍କର ୪ଟି କମ୍ପାନୀ ବିରୋଧରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ ଦିଆଯାଇଛି।

କେଉଁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ସେନେଇ ଇଡି ତଥ୍ୟ ମଧ୍ୟ ଦେଇଛି। ସିବିଆଇ ମଧ୍ୟ ଏହି ମାମଲାରେ ସମାନ୍ତରାଳ ତଦନ୍ତ ଜାରି ରଖିଛି।

Related story