ବଦମାସ ବାବା: ୭ ବର୍ଷର ଝିଆରୀକୁ କଲା ଦୁଷ୍କର୍ମ

ଆଠଗଡ଼: ଭଣ୍ଡ ବାବାର ଜଘନ୍ୟ କାଣ୍ଡ। କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରରେ ୭ ବର୍ଷର ନାବାଳିକାକୁ ଏହି ଭଣ୍ଡ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଗାଁ ଲୋକେ ତାକୁ ଧରି ତିଗିରିଆ ପୋଲିସ୍ ଜିମା ଦେଇଛନ୍ତି। ଏହି ବାବାର କାହାଣୀ ବି ବେଶ୍ ଲମ୍ବା। ବାବା ହୋଇ ଗାଁକୁ ଆସିଥିଲା। ନିଜକୁ ବାବାର ପରିଚୟ ଦେଇଥିଲା। ତେବେ ଯେଉଁ ଝିଅକୁ ଦୁର୍ଷ୍କମ କରିଛି ତା’ରି ପିଉସୀକୁ ବାହା ହେଲା। ବାହା […]

rapist

rapist

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 02:34 PM IST

Sports

Latest News

ଆଠଗଡ଼: ଭଣ୍ଡ ବାବାର ଜଘନ୍ୟ କାଣ୍ଡ। କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରରେ ୭ ବର୍ଷର ନାବାଳିକାକୁ ଏହି ଭଣ୍ଡ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଗାଁ ଲୋକେ ତାକୁ ଧରି ତିଗିରିଆ ପୋଲିସ୍ ଜିମା ଦେଇଛନ୍ତି।

ଏହି ବାବାର କାହାଣୀ ବି ବେଶ୍ ଲମ୍ବା। ବାବା ହୋଇ ଗାଁକୁ ଆସିଥିଲା। ନିଜକୁ ବାବାର ପରିଚୟ ଦେଇଥିଲା। ତେବେ ଯେଉଁ ଝିଅକୁ ଦୁର୍ଷ୍କମ କରିଛି ତା’ରି ପିଉସୀକୁ ବାହା ହେଲା। ବାହା ହେବା ପରେ ଘରଜ୍ୱାଇଁ ହୋଇ ସେଠି ରହିଲା। କିନ୍ତୁ ମନରେ ଥିଲା ଆଉ କିଛି କଥା। ମଉକା ଦେଖି ନିଜ ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ମାତ୍ର ୭ ବର୍ଷର ଝିଅକୁ କଲା ଦୁଷ୍କର୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story