ନୀଳ ପଲ୍‌ସରରେ ଆସି ଝାମ୍ପି ନେଲେ ଲକ୍ଷେ

ଆଠଗଡ଼ (ନୀଳକଣ୍ଠ ଦୋରା): ନୀଳ ରଙ୍ଗର ପଲସରରେ ଆସି ଝାମ୍ପି ନେଲେ ଲକ୍ଷେ ଟଙ୍କା। ଆଜି ଏପରି ଘଟଣା କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କୁଲାଇଲୋ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ ସଞ୍ଜୟ ସ୍ୱାଇଁ ଏକ ବାଇକ୍‌ରେ ଏକ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ନୀଳ ରଙ୍ଗର […]

athagarh

athagarh

Manoranjan Sial
  • Published: Monday, 02 November 2020
  • Updated: 02 November 2020, 03:47 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ନୀଳ ରଙ୍ଗର ପଲସରରେ ଆସି ଝାମ୍ପି ନେଲେ ଲକ୍ଷେ ଟଙ୍କା। ଆଜି ଏପରି ଘଟଣା କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କୁଲାଇଲୋ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ ସଞ୍ଜୟ ସ୍ୱାଇଁ ଏକ ବାଇକ୍‌ରେ ଏକ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ନୀଳ ରଙ୍ଗର ପଲ୍‌ସରରେ ସଞ୍ଜୟଙ୍କୁ ପିଛା କରିଥିଲେ। ପରେ ଖୁଣ୍ଟୁଣି-ନରସିଂହପୁର ରାସ୍ତାର କୁଲାଇଲୋ ଉଦୟପୁର ଛକରେ ତାଙ୍କୁ ଅଟକାଇ ଗ୍ୟାରେଜ କେଉଁ ଅଛି ବୋଲି ପଚାରିଥିଲେ। ସଞ୍ଜୟ କିଛି କହିବା ଆଗରେ ସେମାନଙ୍କ ଭିତରୁ ଜଣେ ଯୁବକ ପଲସରରୁ ଓହ୍ଲାଇ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟ ଜଣେ ଯୁବକ ଟଙ୍କା ବ୍ୟାଗ ଧରି ପଲସର୍‌ରେ ପଳାଇବାକୁ ଉଦ୍ୟମ କଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ସଞ୍ଜୟ ନିଜେ ସେମାନଙ୍କୁ ପିଛା କରିଥିଲେ। ଲୁଟେରାମାନେ ଫାଙ୍କା ଗୁଳି ଚାଳନା କରି ଚମ୍ପଟ ମାରିଥିଲେ।

ଏନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story