ଆଠଗଡ଼: ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ

ଆଠଗଡ଼: ଆଠଗଡରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିଛନ୍ତି, ଯାହାଦ୍ୱାରା କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡ଼ିଛି। ହିତାଧିକାରୀମାନେ ନିରାଶ ହୋଇ ଫେରିଛନ୍ତି। ଆଠଗଡ଼ ଏନ୍ଏସି କଲ୍ୟାଣ ମଣ୍ଡପରେ ଉଜ୍ଜ୍ୱଳା  ଯୋଜନା କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଥିଲା। ମାତ୍ର ଏନ୍ଏସି କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଇନଥିଲେ। ସେଥିପାଇଁ କାର୍ଯ୍ୟକ୍ରମ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାଲିଥିବା ବେଳେ ବିଜେଡିର ଜଣେ କାଉନସିଲର ଓ ତାଙ୍କର ସମର୍ଥକମାନେ ସେଠାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଏପରିକି […]

athagarh-ujwala

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 04:17 PM IST

ଆଠଗଡ଼: ଆଠଗଡରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିଛନ୍ତି, ଯାହାଦ୍ୱାରା କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡ଼ିଛି। ହିତାଧିକାରୀମାନେ ନିରାଶ ହୋଇ ଫେରିଛନ୍ତି।

ଆଠଗଡ଼ ଏନ୍ଏସି କଲ୍ୟାଣ ମଣ୍ଡପରେ ଉଜ୍ଜ୍ୱଳା  ଯୋଜନା କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଥିଲା। ମାତ୍ର ଏନ୍ଏସି କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଇନଥିଲେ। ସେଥିପାଇଁ କାର୍ଯ୍ୟକ୍ରମ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାଲିଥିବା ବେଳେ ବିଜେଡିର ଜଣେ କାଉନସିଲର ଓ ତାଙ୍କର ସମର୍ଥକମାନେ ସେଠାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଏପରିକି କାର୍ଯ୍ୟକ୍ରମ କରୁଥିବା ତୈଳ କମ୍ପାନୀ କର୍ମଚାରୀଙ୍କୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

Related story