ଅର୍ଥ ହେରଫେର ମାମଲା: ବୁଗୁଡ଼ା ତହସିଲଦାର ନିଲମ୍ୱିତ

ବ୍ରହ୍ମପୁର : ଅର୍ଥ ହେରଫେର ମାମଲାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ତହସିଲଦାର କିଶୋର କୁମାର ମିଶ୍ରଙ୍କୁ ସରକାର ଚାକିରିରୁ ନିଲମ୍ୱନ କରିଛନ୍ତି । ୨୦୧୧-୧୨ ମସିହାରେ ମରୁଡ଼ି କ୍ଷତିଗସ୍ତ ଚାଷୀଙ୍କ ପାଇଁ ଆସିଥିବା ଅର୍ଥ ହେରଫେର୍ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ସେହି ରିପୋର୍ଟକୁ ଆଧାର କରି ସରକାର ତାଙ୍କୁ ନିଲମ୍ୱନ କରିଛନ୍ତି ।

buguda tahasil 008

buguda tahasil 008

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 10:52 AM IST

Sports

Latest News

ବ୍ରହ୍ମପୁର : ଅର୍ଥ ହେରଫେର ମାମଲାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ତହସିଲଦାର କିଶୋର କୁମାର ମିଶ୍ରଙ୍କୁ ସରକାର ଚାକିରିରୁ ନିଲମ୍ୱନ କରିଛନ୍ତି । ୨୦୧୧-୧୨ ମସିହାରେ ମରୁଡ଼ି କ୍ଷତିଗସ୍ତ ଚାଷୀଙ୍କ ପାଇଁ ଆସିଥିବା ଅର୍ଥ ହେରଫେର୍ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ସେହି ରିପୋର୍ଟକୁ ଆଧାର କରି ସରକାର ତାଙ୍କୁ ନିଲମ୍ୱନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos