ରବି ସିଂହ ପାଇବେ ଚଳିତ ବର୍ଷର ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ରପୋର୍ଟର): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଆଜି ଘୋଷଣା ହୋଇଛି। ୨୦୧୭ ମସିହା ପାଇଁ ମର୍ଯ୍ୟାଦାଜନକ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ବିଶିଷ୍ଟ କବି ରବି ସିଂହ। ସେହିପରି ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକ/ସହିତ୍ୟିକାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ୱର୍ଦ୍ଧିତ ହେବାକୁ ଥିବା ସାହିତ୍ୟିକମାନେ ହେଲେ ସନାତନ […]

Rabi Singh

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 05:30 PM IST

ଭୁବନେଶ୍ୱର(ଓଡ଼ିଶା ରପୋର୍ଟର): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଆଜି ଘୋଷଣା ହୋଇଛି। ୨୦୧୭ ମସିହା ପାଇଁ ମର୍ଯ୍ୟାଦାଜନକ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ବିଶିଷ୍ଟ କବି ରବି ସିଂହ। ସେହିପରି ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକ/ସହିତ୍ୟିକାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ୱର୍ଦ୍ଧିତ ହେବାକୁ ଥିବା ସାହିତ୍ୟିକମାନେ ହେଲେ ସନାତନ ମହାନ୍ତି, ରଜତ କୁମାର କର, ଭୂପେନ ମହାପାତ୍ର, ନବକିଶୋର ପୃଷ୍ଟି, ରାମଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର କୁମାର ମହାରଣା, ତ୍ରିନାଥ ସାହୁ, ଲକ୍ଷ୍ମୀଧର ଜେନା, ବଂଶୀକ୍ଷର ରାଉତ, ପଞ୍ଚାନନ ମିଶ୍ର, ଅଞ୍ଜଳି ପଣ୍ଡା, ନକୁଳ ଚନ୍ଦ୍ର ସାହୁ, ଅନିଲ ଚନ୍ଦ୍ର ଦାଶ, କୁମୁଦ ଚନ୍ଦ୍ର ଦାଶ ଓ ଗୋବର୍ଦ୍ଧନ ନାୟକ।

Related story