ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

Ordigital Desk
  • Published: Thursday, 08 February 2018
  • , Updated: 08 February 2018, 12:06 PM IST
<p>ବ୍ରହ୍ମପୁର: ଭୋଜି ଖାଇ ଫେରିବା ବେଳେ ଗୋଟିଏ ପରିବାରର ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଲୁଙ୍ଗୁରି ଗାଁର ଶବର ସାହୁ ଓ ତାଙ୍କ ପୁଅ ଝିଅଙ୍କୁ ଆକ୍ରମଣ ହୋଇଛି। ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଶବରଙ୍କ ୭ ବର୍ଷର ଝିଅର ଅବସ୍ଥା ଗୁରୁତର ରହିଛି।</p> <p>ଗତ ପଞ୍ଚାୟତ ନିର୍ବାଚନ ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।</p>

Related story