ଗଛ ପାଇଁ ବିବାଦ; ଗାଁ ଦାଣ୍ଡରେ ମହିଳାଙ୍କୁ ନିଧୂର୍ମ ମାଡ଼

ଉଦଳା(ମାନସ ପାଣି): ସାମାନ୍ୟ ଗଛକୁ ନେଇ ଆରମ୍ଭ ହୋଇଥିବା ବିବାଦ ନେଲା ଉଗ୍ର ରୂପ । ଏଥିରେ ଉତ୍ତ୍ୟକ୍ତ ଯୁବକ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଲୁହା ରଡରେ ନିସ୍ତୁକ ପିଟିଛନ୍ତି। ମହିଳାଜଣକ ଅବସ୍ଥା ଗୁରୁତର ଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏପରି ଅମାନବୀୟ ଘଟଣା  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା  ପାଟଶାଣିପୁର ଗ୍ରାମରେ ଘଟିଛି । ଆକ୍ରମଣର ଶିକାର ହୋଇଥିବା ମହିଳାଜଣକ ହେଲେ ପାଟଶାଣିପୁର ଗ୍ରାମର ବାଦଲ ମଲ୍ଲିକଙ୍କ ପତ୍ନୀ ବାସନ୍ତୀ ମଲ୍ଲିକ । […]

attack

attack

Niharika Rout
  • Published: Monday, 31 October 2022
  • Updated: 31 October 2022, 10:18 AM IST

Sports

Latest News

ଉଦଳା(ମାନସ ପାଣି): ସାମାନ୍ୟ ଗଛକୁ ନେଇ ଆରମ୍ଭ ହୋଇଥିବା ବିବାଦ ନେଲା ଉଗ୍ର ରୂପ । ଏଥିରେ ଉତ୍ତ୍ୟକ୍ତ ଯୁବକ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଲୁହା ରଡରେ ନିସ୍ତୁକ ପିଟିଛନ୍ତି। ମହିଳାଜଣକ ଅବସ୍ଥା ଗୁରୁତର ଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏପରି ଅମାନବୀୟ ଘଟଣା  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା  ପାଟଶାଣିପୁର ଗ୍ରାମରେ ଘଟିଛି । ଆକ୍ରମଣର ଶିକାର ହୋଇଥିବା ମହିଳାଜଣକ ହେଲେ ପାଟଶାଣିପୁର ଗ୍ରାମର ବାଦଲ ମଲ୍ଲିକଙ୍କ ପତ୍ନୀ ବାସନ୍ତୀ ମଲ୍ଲିକ । ତାଙ୍କୁ ଆକ୍ରମଣ କରିଥିବା ପିଲୁ ପ୍ରଧାନ ଫେରାର ହୋଇ ଯାଇଛନ୍ତି।

ଗାଁ ନିକଟ ଏକ ଚାଷ ଜମିକୁ ବାଦଲ ମଲ୍ଲିକ ପ୍ରାୟ ୨୦ ବର୍ଷ ହେଲା ଚାଷ କରି ଆସୁଛନ୍ତି। ଉକ୍ତ ଜାଗାରେ ୩ଟି ମୂଲ୍ୟବାନ ଗଛ ରହିଛି। ପିଲୁ ପ୍ରଧାନଙ୍କର ସେଠାରେ କୌଣସି ଜମି ନ ଥିବା ବେଳେ ସେ କିନ୍ତୁ ଉକ୍ତ ଗଛ ଉପରେ ନିଜ ହକ୍‌ ଜାହିର କରୁଛନ୍ତି। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି।

ଗତ ଶନିବାର ବାସନ୍ତୀ ମଲ୍ଲିକ ନିଜ ଜମିରୁ ଏକୁଟିଆ ଫେରୁଥିଲେ। ଏହି ସମୟରେ ପିଲୁ ପ୍ରଧାନ ଏକ ଲୁହା ରଡ଼ରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ   ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ପିଟିଲେ। ବାସନ୍ତୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ବାସନ୍ତୀଙ୍କ ପରିବାର ଲୋକେ ଗତକାଲି ଉଦଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପିଲୁ ପ୍ରଧାନ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ତାଙ୍କୁ ଖୋଜାଖୋଜି କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

ଏନେଇ  ଆକ୍ରମଣର ଶିକାର ହୋଇଥିବା ବାସନ୍ତୀ ମଲ୍ଲିକ  କହିଛନ୍ତି, ମୁଁ ବିଲରୁ ଫେରୁଥିବା ବେଳେ ସେ ମୋତେ କାବୁ କରିନେଲା। ଏହାପରେ ମୋତେ ତଳେ ପକାଇ ନିର୍ଧୂମ ପିଟିଲା। ମୋ’ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଆସି ମୋତେ ଉଦ୍ଧାର କଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story