ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼

ଉଦଳା(ମାନସ ପାଣି): ତହସିଲ୍‌ଦାର ଓ ଅତିରିକ୍ତ ତହସିଲଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ମାଡ଼ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବାଲି ଚୋରା ଚାଲାଣ ସମ୍ପର୍କରେ ଖବର ପାଇ କପ୍ତିପଦା ତହସିଲଦାର ସମରଜିତ କର ଓ ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ବାଘିଆଗଡି ନଦୀ ଘାଟକୁ […]

Mayurbhanj

Mayurbhanj

Manoranjan Sial
  • Published: Wednesday, 07 April 2021
  • Updated: 07 April 2021, 03:49 PM IST

Sports

Latest News

ଉଦଳା(ମାନସ ପାଣି): ତହସିଲ୍‌ଦାର ଓ ଅତିରିକ୍ତ ତହସିଲଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ମାଡ଼ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ବାଲି ଚୋରା ଚାଲାଣ ସମ୍ପର୍କରେ ଖବର ପାଇ କପ୍ତିପଦା ତହସିଲଦାର ସମରଜିତ କର ଓ ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ବାଘିଆଗଡି ନଦୀ ଘାଟକୁ ଯାଇଥିଲେ। ସେଠାରୁ ସ୍ଥିତି ଦେଖି ଅଫିସ ଫେରୁଥିବା ବେଳେ ଧୁମକେତ ଗାଁ ନିକଟରେ ଜେସିବି ଦ୍ୱାରା ଟ୍ରାକ୍ଟରରେ ମାଟି ଲୋଡ୍‌ ହେଉଥିବା ଦେଖିବାକୁ ମିଳିଥିଲା।

ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଦେଖି ଜେସିବି ଓ ଟ୍ରାକ୍ଟର ଧରି ଡ୍ରାଇଭର ଚମ୍ପଟ ମାରିଥିଲେ। ପରେ ତହସିଲଦାର ଓ ଅତିରିକ୍ତ ସେମାନଙ୍କୁ ପିଛା କରିଥିଲେ। ପାଖାପାଖି ୨ କିମି ଗୋଡ଼ାଇବା ପରେ ଟ୍ରାକ୍ଟରକୁ ଧରିଥିଲେ। ସେଠାରେ ମାଫିଆ ଓ ତହସିଲଦାରଙ୍କ ସହିତ ଯୁକ୍ତିତର୍କ ହୋଇଥିଲା।

ଯୁକ୍ତିତର୍କ ଭିତରେ ୩ ଜଣଙ୍କ ଭିତରୁ ଜଣେ ଯୁବକ ଆସି ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନାଙ୍କୁ ହତ୍ୟା ଧମକ ଦେବା ସହ ମାଡ଼ ମାରିଥିଲେ। ତାଙ୍କୁ ଅଟକାଇବାକୁ ଯାଇ ତହସିଲଦାର ମଧ୍ୟ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ଶ୍ୟାମସୁନ୍ଦର ମଲ୍ଲିକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story