କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ମାଡ଼ ଅଭିଯୋଗ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡ଼ବିଶୁନପୁର ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଣ୍ଟାଇନ୍‌ ରେ ପ୍ରବାସୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ସ୍ୱାମୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣେ ପ୍ରବାସୀଙ୍କୁ ମାଡ଼ ମାରୁଥିବା ତଥା ତାଙ୍କ ଉପରକୁ ଚେୟାର ଫୋଫାଡ଼ିବା ଭିଡ଼ିଓ ଭାଇରାଲ ହେଇଛି। ତେବେ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା କହିଛନ୍ତି ଯେ, “କିଛି ନିର୍ଦ୍ଦିଷ୍ଟ ଯୁବକ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ବିଶୃଙ୍ଖଳା […]

jagat

jagat

Niharika Rout
  • Published: Thursday, 28 May 2020
  • Updated: 28 May 2020, 02:51 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡ଼ବିଶୁନପୁର ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଣ୍ଟାଇନ୍‌ ରେ ପ୍ରବାସୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ସ୍ୱାମୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣେ ପ୍ରବାସୀଙ୍କୁ ମାଡ଼ ମାରୁଥିବା ତଥା ତାଙ୍କ ଉପରକୁ ଚେୟାର ଫୋଫାଡ଼ିବା ଭିଡ଼ିଓ ଭାଇରାଲ ହେଇଛି।

ତେବେ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା କହିଛନ୍ତି ଯେ, “କିଛି ନିର୍ଦ୍ଦିଷ୍ଟ ଯୁବକ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ବିଶୃଙ୍ଖଳା କରିବାରୁ ସେମାନଙ୍କୁ ତାଗିଦ କରାଯାଇଥିଲା । ନିଜ ସଫେଇରେ ସେ କହିଛନ୍ତି, ଉକ୍ତ ଯୁବକମାନେ ଏରସମା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବାସିନ୍ଦା। ସେମାନେ ଗତ ୨୩ ତାରିଖରୁ ଆସି ଗଡ଼ବିଶୁନପୁର ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି। ମାତ୍ର ଏଠାରେ ଖାଇବା, ପିଇବାରେ ଅବ୍ୟବସ୍ଥା ହେଉଥିବା ନେଇ ସେମାନେ ପୂର୍ବରୁ ଅଭିଯୋଗ କରି ଆସୁଥିଲେ।  ଏହାକୁ କେନ୍ଦ୍ର କରି ଘଟଣା ସମ୍ପର୍କରେ ବୁଝୁଶୁଝା କରିବାକୁ ସେମାନେ ଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ସଂଘବଦ୍ଧ ହୋଇ ଆମ ଉପରକୁ ମାଡ଼ି ଆସିଥିଲେ। ଏହାପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତା’ର ଭିଡିଓ ଭାଇରାଲ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story