ସେଲ୍‌ ଅଧ୍ୟକ୍ଷଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସେଲ୍‌ (SAIL)  ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କ ଉପରକୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି । ନୂଆ ଦିଲ୍ଲୀର ହୁଡ଼କୋ ପ୍ଲେସ ନିକଟରେ ୪ ଯୁବକ ସଂଘବଦ୍ଧ ଭାବେ ଅନୀଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବୁଧୁବାର ରାତି ସାଢ଼େ ୧୦ ଟା ବେଳେ ଅନୀଲ ଅଫିସ୍‌ କାର୍‌ ଯୋଗେ ନୂଆଦିଲ୍ଲୀସ୍ଥିତ ଅଫିସରୁ ଘରକୁ […]

sail-2..

sail-2..

Niharika Rout
  • Published: Thursday, 08 August 2019
  • Updated: 08 August 2019, 02:32 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସେଲ୍‌ (SAIL)  ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କ ଉପରକୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି । ନୂଆ ଦିଲ୍ଲୀର ହୁଡ଼କୋ ପ୍ଲେସ ନିକଟରେ ୪ ଯୁବକ ସଂଘବଦ୍ଧ ଭାବେ ଅନୀଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବୁଧୁବାର ରାତି ସାଢ଼େ ୧୦ ଟା ବେଳେ ଅନୀଲ ଅଫିସ୍‌ କାର୍‌ ଯୋଗେ ନୂଆଦିଲ୍ଲୀସ୍ଥିତ ଅଫିସରୁ ଘରକୁ ଫେରୁଥିଲେ। ହୁଡ଼କୋ ଛକ ନିକଟରେ ପଛରୁ ଏକ କାର୍‌ ଆସି ତାଙ୍କ କାର୍‌ ସହ ପିଟି ହୋଇଥିଲା। ଏହି ସମୟରେ ଅନୀଲ ଓ ତାଙ୍କ ଡ୍ରାଇଭର କାର୍‌ରୁ ବାହାରି ଆସିଲେ। ଉକ୍ତ କାର୍‌କୁ ୪ ଜଣ ଯୁବକ ବାହାରି ଆସିବା ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।

ଏହାପରେ  ଉକ୍ତ ଯୁବକଙ୍କ ମଧ୍ୟରୁ ଜଣେ ଡ୍ରାଇଭରଙ୍କୁ ମାରଧର କରି କାବୁ କରି ନେଇଥିଲେ। ଏହି ସମୟରେ ଅନ୍ୟ ୩ ଜଣ ଅନୀଲଙ୍କୁ କାବୁ କରି ଲୁହା ଛଡ଼ରେ ନିର୍ଧୂମ ଛେଚିଥିଲେ। ସୌଭାଗ୍ୟବଶତଃ ଉକ୍ତ ରାସ୍ତାରେ ପୁଲିସ ପାଟ୍ରୋଲିଂ ବାଇକ୍‌ ଯାଉଥିବା ବେଳେ ସେମାନେ ୨ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହାପରେ ସଙ୍ଗେସଙ୍ଗେ ଅନୀଲଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ବେଳେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି। ଏ ନେଇ ଦିଲ୍ଲୀର ହଜ୍‌-ଖାସ୍‌ ଥାନାରେ ଏକ ମାମଲା ଦାୟର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story