ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଅଭିଯୋଗ

ବ୍ରଜରାଜନଗର(ଓଡ଼ିଶା ରିପୋର୍ଟର): ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ରାଧାରାଣୀଙ୍କ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ବ୍ରଜରାଜନଗର ମ୍ୟୁନିସ୍‌ପାଲଟିର ୪ ନଂ ୱାର୍ଡ଼ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗଙ୍ଗନଗରର ଏକ ବୁଥକୁ ଯାଉଥିବା ବେଳେ ବିଜେଡି ନେତା ଓ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଧାରାଣୀ କହିଛନ୍ତି ଯେ,ଗଙ୍ଗନଗରରେ ବିଜେଡି ନେତାମାନେ ବୁଥ୍ ରିଗିଂ କରୁଥିଲେ। ବୁଥ୍ ଭିତରକୁ ପଶି ଲୋକଙ୍କୁ ଧମକାଉଥିଲେ। ସମସ୍ତଙ୍କୁ ଶଙ୍ଖରେ ଭୋଟ୍‌ ଦେବା ପାଇଁ […]

bnm

bnm

Tapas Behera
  • Published: Thursday, 18 April 2019
  • Updated: 18 April 2019, 02:34 PM IST

Sports

Latest News

ବ୍ରଜରାଜନଗର(ଓଡ଼ିଶା ରିପୋର୍ଟର): ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ରାଧାରାଣୀଙ୍କ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ବ୍ରଜରାଜନଗର ମ୍ୟୁନିସ୍‌ପାଲଟିର ୪ ନଂ ୱାର୍ଡ଼ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଗଙ୍ଗନଗରର ଏକ ବୁଥକୁ ଯାଉଥିବା ବେଳେ ବିଜେଡି ନେତା ଓ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଧାରାଣୀ କହିଛନ୍ତି ଯେ,ଗଙ୍ଗନଗରରେ ବିଜେଡି ନେତାମାନେ ବୁଥ୍ ରିଗିଂ କରୁଥିଲେ।

ବୁଥ୍ ଭିତରକୁ ପଶି ଲୋକଙ୍କୁ ଧମକାଉଥିଲେ। ସମସ୍ତଙ୍କୁ ଶଙ୍ଖରେ ଭୋଟ୍‌ ଦେବା ପାଇଁ କହୁଥିଲେ। ଶଙ୍ଖରେ ଭୋଟ୍‌ ନଦେଲେ ଦାନାପାଣି ବନ୍ଦ କରିଦିଆଯିବ ବୋଲି ଧମକାଉଥିଲେ। ଖବର ପାଇ ମୁଁ ସେଠାରେ ପହଞ୍ଚି ବିରୋଧ କରିବାରୁ ମତେ ଆକ୍ରମଣ ଉଦ୍ୟମ ହୋଇଥିଲା। ଏହି ସମୟରେ ମୋର ସୁରକ୍ଷାକର୍ମୀ ଚାଲିଆସିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos