ଥଟାମଜାରୁ ଛୁରା ମାଡ଼; ଦଶମ ଛାତ୍ର ଗୁରୁତର

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଥଟାମଜାରୁ କଥା କଟାକଟି। ସେଥିରୁ ହେଲା ଛୁରା ମାଡ଼। ତାହା ପୁଣି ସ୍କୁଲ ପରିସରରେ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ ବୋରସିଂ ହାଇସ୍କୁଲରେ ଘଟିଛି। ଗୁରୁତର ଛାତ୍ରଜଣକ ହେଲେ ଅମିତ ନାୟକ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ ବୋରସିଂ ହାଇସ୍କୁଲରେ ସକାଳୁ ଦଶମ ଶ୍ରେଣୀ କ୍ଲାସ ହେଉଥିଲା […]

knife

knife

Niharika Rout
  • Published: Wednesday, 03 March 2021
  • Updated: 03 March 2021, 04:37 PM IST

Sports

Latest News

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଥଟାମଜାରୁ କଥା କଟାକଟି। ସେଥିରୁ ହେଲା ଛୁରା ମାଡ଼। ତାହା ପୁଣି ସ୍କୁଲ ପରିସରରେ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ ବୋରସିଂ ହାଇସ୍କୁଲରେ ଘଟିଛି। ଗୁରୁତର ଛାତ୍ରଜଣକ ହେଲେ ଅମିତ ନାୟକ ।

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ ବୋରସିଂ ହାଇସ୍କୁଲରେ ସକାଳୁ ଦଶମ ଶ୍ରେଣୀ କ୍ଲାସ ହେଉଥିଲା ଏହାପରେ ଶିକ୍ଷୟିତ୍ରୀଜଣକ କିଛି ସମୟ ପାଇଁ କ୍ଲାସରୁ ବାହାରକୁ ଯାଇଥିବା ବେଳେ ଅମିତ ନାୟକ ଓ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଥଟ୍ଟାମଜାରୁ କଥା କଟାକଟି ହୋଇଥିଲେ। ମାତ୍ର ଏଥିରେ ତାଙ୍କ ସାଙ୍ଗ ଉତ୍ତ୍ୟକ୍ତ ହୋଇ ଅମିତଙ୍କୁ ଛୁରା ମାଡ଼ କରିଥିଲେ।

ଏହାପରେ ତାଙ୍କ ଚିତ୍କାର ଶୁଣି ଶିକ୍ଷକ, ଶିକ୍ଷୟିତ୍ରୀ  ଘଟଣାସ୍ଥଳରେ ପହଞ୍ଚି ଅମିତଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅମିତଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ରେଫର କରାଯାଇଛି।

ଅନ୍ୟପଟେ ଛୁରା ମାଡ଼ କରିଥିବା ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଅଟକ ରଖିଥିବା ବେଳେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story