ଆଉ ରିମାଣ୍ଡ ଆବେଦନ କଲାନି କ୍ରାଇମବ୍ରାଞ୍ଚ୍, ଚୌଦ୍ୱାର ଜେଲକୁ ଗଲେ ସତ୍ୟମ୍

କଟକ: ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜିରା ପରେ ପୁଣି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ତାଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ତେବେ ଆଜି କୋର୍ଟରେ ସତ୍ୟମର ବେଲ୍ ଆବେଦନ ହୋଇ ନ ଥିଲା କି କ୍ରାଇମବ୍ରାଞ୍ଚ ତରଫରୁ ରିମାଣ୍ଡ ଅବଧି […]

satyam

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 04:56 PM IST

କଟକ: ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜିରା ପରେ ପୁଣି ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ତାଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ତେବେ ଆଜି କୋର୍ଟରେ ସତ୍ୟମର ବେଲ୍ ଆବେଦନ ହୋଇ ନ ଥିଲା କି କ୍ରାଇମବ୍ରାଞ୍ଚ ତରଫରୁ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ ହୋଇ ନ ଥିଲା। ଗତ ବୁଧବାର ମୁମ୍ୱାଇରୁ ସତ୍ୟମଙ୍କୁ ଗିରଫ କରିବା ପରେ ତାଙ୍କୁ ୩ ଦିନି ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଜେରା ବେଳେ ସାରଥିଙ୍କ ଅଏର୍ଥନୈତିକ କାରବାର, ସାରଥି ପ୍ରଡକନସ୍ ଓ ତାଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ।

Related story