ଗାଡ଼ି ଚେକିଂ କରୁଥିଲେ ହାବିଲଦାର, ପିଟି ଦେଲା ଅଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶନିବାର ସପ୍ତାହାନ୍ତ ସଟଡାଉନ୍‌ ଲାଗୁ ହୋଇଥିବା ବେଳେ କଳ୍ପନା ଛକରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଡ଼ି ଚେକିଂ ବେଳେ ଏକ ଅଟୋ ଧକ୍କାରେ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ଗୁରୁତର ହାବିଲଦାରଜଣକ ହେଲେ ସରୋଜ ପ୍ରଧାନ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆଜି ସଟଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ଡ଼ି କରାଯାଉଛି। ଏପରି ସ୍ଥଳରେ କଳ୍ପନା ଛକରେ ମଧ୍ୟ ପୁଲିସ୍‌ […]

accident

accident

Niharika Rout
  • Published: Saturday, 10 July 2021
  • Updated: 10 July 2021, 01:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶନିବାର ସପ୍ତାହାନ୍ତ ସଟଡାଉନ୍‌ ଲାଗୁ ହୋଇଥିବା ବେଳେ କଳ୍ପନା ଛକରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଡ଼ି ଚେକିଂ ବେଳେ ଏକ ଅଟୋ ଧକ୍କାରେ ଜଣେ ହାବିଲଦାର ଗୁରୁତର ହୋଇଛନ୍ତି। ଗୁରୁତର ହାବିଲଦାରଜଣକ ହେଲେ ସରୋଜ ପ୍ରଧାନ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଆଜି ସଟଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡ଼ଡ଼ି କରାଯାଉଛି। ଏପରି ସ୍ଥଳରେ କଳ୍ପନା ଛକରେ ମଧ୍ୟ ପୁଲିସ୍‌ କର୍ମୀମାନେ ଯାଞ୍ଚ କରି ଗାଡ଼ି ଛାଡ଼ୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ହାବିଲଦାର ସରୋଜ ପ୍ରଧାନ ଯାଞ୍ଚ କରିବାକୁ ଯାଉଥିବା ବେଳେ ଅଟୋଟି ତାଙ୍କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ସରୋଜ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରୁ ଅଟୋ ସହ ଚାଳକ ଫେରାର ହୋଇଯାଇଥିଲେ। ଫେରାର ଅଟୋ ଚାଳକଙ୍କୁ ପୁଲିସ୍‌ ଲକ୍ଷ୍ମୀସାଗର ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆହତ ହାବିଲଦାରଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story