ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସଚେତନତା ବାର୍ତ୍ତା

ପୁରୀ: ରଥଯାତ୍ରାରେ କେବଳ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଆସୁନାହାନ୍ତି। ବହୁ ଶ୍ରଦ୍ଧାଳୁ ବିଭିନ୍ନ ଢଙ୍ଗରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରୁଛନ୍ତି। ଜଣେ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଗଛ ଲଗାଇବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ratha1

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 05:42 PM IST

[vc_video link="https://www.youtube.com/watch?v=JMaHCWUmTIc" align="center"]

Related story