‘କରୋନା’ ନେଇ ସ୍କୁଲରେ ସଚେତନତା କରାଯିବ, ଚିଠି ଲେଖିଲେ ଓଏସ୍‌ଇପିଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’ରେ କେହି ଆକ୍ରାନ୍ତ ହୋଇନାହାନ୍ତି। ତଥାପି ୧୧୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ‘କରୋନା’କୁ ନେଇ ଗତକାଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିବା ବେଳେ ଆଜି ସ୍କୁଲ ପିଲାମାନଙ୍କ ଭିତରେ ସଚେତନତା କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି (ଓଏସ୍‌ଇପିଏ) ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି। ଚିଠିରେ ଉଲ୍ଲେଖ ରହିଛି, ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ହ୍ୟାଣ୍ଡ ଓ୍ୱାସ୍‌ରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଇଛି। […]

school-in-odisha

school-in-odisha

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 05:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’ରେ କେହି ଆକ୍ରାନ୍ତ ହୋଇନାହାନ୍ତି। ତଥାପି ୧୧୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ‘କରୋନା’କୁ ନେଇ ଗତକାଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିବା ବେଳେ ଆଜି ସ୍କୁଲ ପିଲାମାନଙ୍କ ଭିତରେ ସଚେତନତା କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି (ଓଏସ୍‌ଇପିଏ) ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି।

ଚିଠିରେ ଉଲ୍ଲେଖ ରହିଛି, ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ହ୍ୟାଣ୍ଡ ଓ୍ୱାସ୍‌ରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ହଠାତ କାଶିଲେ ବା ଛିଙ୍କିଲେ ମୁହଁରେ ରୁମାଲ ଲଗାଇବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଟିସୁ ପେପର ବ୍ୟବହାର କରାଯାଉ। ସାଧାରଣଲୋକଙ୍କ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସଚେତନତା ସୃଷ୍ଟି ପାଇଁ ଓଏସ୍‌ଇପିଏ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ‘କରୋନା’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ବସିଥିଲା ସମୀକ୍ଷା ବୈଠକ। ପରେ ସ୍ୱାସ୍ଥ୍ୟ ସଚିବ କୌଣସି ଜାଗାରେ ଏକାଠି ନହେବାକୁ ପରାମର୍ଶ ଦେଇଥିଲେ। ଏପରିକି କୌଣସି ବଡ଼ ସଭାସମିତି ଆୟୋଜନ ନକରିବା ସହିତ କରମର୍ଦ୍ଦନ ଓ ଆଲିଙ୍ଗନ ନକରିବା ଅପିଲ୍‌ କରିଥିଲେ ସ୍ୱାସ୍ଥ୍ୟ ସଚିବ।

ସେପଟେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ଓଡ଼ିଶାରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହିଁ। ତେଣୁ ସ୍କୁଲ ବନ୍ଦ ରଖିବାର ଆପଶ୍ୟକତା ନାହିଁ।

କରୋନାରେ ଭାରତରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶତାଧିକ ଆଇସୋଲେସନରେ ରଖାଯାଇଛି। ଅନ୍ୟପକ୍ଷରେ ‘କରୋନା’ର ମୁକାବିଲା ପାଇଁ ବ୍ୟାପକ ସଚେତନତା କରାଯାଉଛି। ଏପରିକି ମାସ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଯେଉଁଥିପାଇଁ ବିଭିନ୍ନ ଔଷଧ ଦୋକାନରେ ମାସ୍‌ର ଚାହିଦା ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story