ବର୍ଷେ ହେବ ନିଖୋଜ ଟୁନାଙ୍କୁ ଖୋଜି ଆଣିବାକୁ ବୈଜୟନ୍ତଙ୍କ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟଙ୍କା ରୋଜଗାର ପାଇଁ ସାତ ଦରିଆ ପାରି ମରିସସ୍‌ ଯାଇଥିବା ଟୁନା ନାୟକଙ୍କ ପତ୍ତା ପ୍ରାୟ ବର୍ଷେ ମାସ ହେବ ମିଳୁନାହିଁ। ରୋଜଗାରିଆ ପୁଅ କିପରି ଅଛି ଭାବି ଭାବି ଘର ଲୋକଙ୍କ ଆଖିରୁ ଲୁହ ଶୁଖୁନି। କଂପାନି କର୍ତ୍ତୃପକ୍ଷ କିଛି ଶୁଣୁ ନ ଥିବା ବେଳେ ପୁଅକୁ ଫେରି ପାଇବା ଆଶାରେ ପରିବାର ଲୋକ ଶେଷରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଗୁହାରି ଜଣାଇଛନ୍ତି। ନିଖୋଜ ଟୁନାଙ୍କୁ ଉଦ୍ଧାର କରି ଭାରତ ଫେରାଇ […]

tuna

tuna

Niharika Rout
  • Published: Monday, 18 January 2021
  • Updated: 18 January 2021, 10:10 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟଙ୍କା ରୋଜଗାର ପାଇଁ ସାତ ଦରିଆ ପାରି ମରିସସ୍‌ ଯାଇଥିବା ଟୁନା ନାୟକଙ୍କ ପତ୍ତା ପ୍ରାୟ ବର୍ଷେ ମାସ ହେବ ମିଳୁନାହିଁ। ରୋଜଗାରିଆ ପୁଅ କିପରି ଅଛି ଭାବି ଭାବି ଘର ଲୋକଙ୍କ ଆଖିରୁ ଲୁହ ଶୁଖୁନି। କଂପାନି କର୍ତ୍ତୃପକ୍ଷ କିଛି ଶୁଣୁ ନ ଥିବା ବେଳେ ପୁଅକୁ ଫେରି ପାଇବା ଆଶାରେ ପରିବାର ଲୋକ ଶେଷରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଗୁହାରି ଜଣାଇଛନ୍ତି।

ନିଖୋଜ ଟୁନାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ମରିସସ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ ।

ଗଞ୍ଜାମ କୋଦଳା ଫାରକାପଲ୍ଲୀ ଗାଁର ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ। ମରିସସ୍‌ରେ ଏକ ଘରୋଇ କଂପାନିରେ ୨୦୧୭ ମସିହାରୁ କାମ କରୁଥିଲେ । ଗତ ମାର୍ଚ୍ଚ ୨୦ ତାରିଖରେ ବାପାଙ୍କ ପାଖକୁ ଟଙ୍କା ପଠାଇବା ପାଇଁ ଟୁନା ନିକଟସ୍ଥ ଏକ ଏଟିଏମ୍‌କୁ ଯାଇଥିଲେ । ସେହି ଦିନଠାରୁ ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ ।

ପରିବାର ଲୋକେ ଏ ନେଇ ଟୁନା କାମ କରୁଥିବା କଂପାନି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ସହାୟତା ପାଇଁ ପରିବାର ଲୋକେ ବୈଜୟନ୍ତଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।  ପରିବାର ଲୋକଙ୍କ ଅନୁରୋଧ କ୍ରମେ ଟୁନାଙ୍କୁ ଉଦ୍ଧାର କରିବା ପାଇଁ ବୈଜୟନ୍ତ ପଦକ୍ଷେପ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story