ଆୟୋଜନ କରୁଥିଲେ ସୁରବାବା ବିଳାସପୂର୍ଣ୍ଣ ରଥଯାତ୍ରା

ଭୁବନେଶ୍ୱର:  ସୁରବାବା ପ୍ରତିବର୍ଷ ଏକ ବିଳାସପୂର୍ଣ୍ଣ ରଥଯାତ୍ରାରେ ପୁରୀ ଯାତ୍ରା କରନ୍ତି। ଶହ ଶହ ଭକ୍ତ ତଥା ତାଙ୍କ ଲାଲ ବାହିନୀଙ୍କ ଗହଣରେ ଏହି ରଥ ଝିଇଁଣ୍ଟି ଶାସନ ଆଶ୍ରମରୁ ବାଲିପାଟଣା, ନିମାପଡ଼ା, କୋଣାର୍କ ଦେଇ  ପୁରୀ ଯାଇଥାଏ। ସେଠାରୁ ପୁଣି ସାକ୍ଷୀଗୋପାଳ, ପିପିଲି ଓ ଉତ୍ତରା ହୋଇ ରଥ ଆଶ୍ରମକୁ ଫେରିଥାଏ। ଏହି ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥାନ୍ତି। ସୁର ବାବାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ପରେ ରଥାରୂଢ଼ କରାଯାଇଥାଏ। ଏହି ସୁସଜ୍ଜିତ ରଥରେ […]

sura baba ratha

sura baba ratha

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 09:54 AM IST

Sports

Latest News

sura baba rathaଭୁବନେଶ୍ୱର:  ସୁରବାବା ପ୍ରତିବର୍ଷ ଏକ ବିଳାସପୂର୍ଣ୍ଣ ରଥଯାତ୍ରାରେ ପୁରୀ ଯାତ୍ରା କରନ୍ତି। ଶହ ଶହ ଭକ୍ତ ତଥା ତାଙ୍କ ଲାଲ ବାହିନୀଙ୍କ ଗହଣରେ ଏହି ରଥ ଝିଇଁଣ୍ଟି ଶାସନ ଆଶ୍ରମରୁ ବାଲିପାଟଣା, ନିମାପଡ଼ା, କୋଣାର୍କ ଦେଇ  ପୁରୀ ଯାଇଥାଏ। ସେଠାରୁ ପୁଣି ସାକ୍ଷୀଗୋପାଳ, ପିପିଲି ଓ ଉତ୍ତରା ହୋଇ ରଥ ଆଶ୍ରମକୁ ଫେରିଥାଏ। ଏହି ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥାନ୍ତି। ସୁର ବାବାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ପରେ ରଥାରୂଢ଼ କରାଯାଇଥାଏ। ଏହି ସୁସଜ୍ଜିତ ରଥରେ ଏକ ହୁଇଲ ଚେୟାରରେ ବସିଥାନ୍ତି ସୁରବାବା। ଏହି ରଥଯାତ୍ରା ହିଁ ତ୍ରାହି ଆଚ୍ୟୁତ ଆଶ୍ରମର ପ୍ରମୁଖ ପର୍ବ ଭାବେ ପାଳିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos