ବାବାଙ୍କ ବିଭୂତିରୁ ଓକିଲ ବେହୋସ୍‌ ! ଆଉ ତା’ପରେ ଯାହା ଘଟିଲା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାବା ବେଶରେ ଲୁଟେରା। ରିଷ୍ଟ ଖଣ୍ଡନ ନାଁରେ ଅଭିନବ ଉପାୟରେ ଟଙ୍କା ଲୁଟ୍। ନାମୀଦାମୀ କାରରେ ବୁଲି ଲୁଟୁଛନ୍ତି ବାବା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରି ବିହାର ଅଞ୍ଚଳରେ  ଲୁଟେରା ବାବାଙ୍କୁ ଭରସା କରି ଲୁଟ୍‌ର ଶିକାର ହୋଇଛନ୍ତି ଆଇନଜୀବୀ ସମରେନ୍ଦ୍ର ସାହୁ। ସହର ଭିତରେ ଏପରି ଲୁଟ୍‌ର ଟେକନିକ୍‌ ଏବେ ସମସ୍ତଙ୍କୁ ତାଜୁବ କରିଛି। ଲୁଟେରା ବାବାଙ୍କ ଚିତ୍ର ସିସିଟିଭିରେ କଏଦ ବି ହୋଇଛି। ରବିବାର ଦୁଇଜଣ ବାବା ଆଇନଜୀବୀ ସମରେନ୍ଦ୍ରଙ୍କ […]

c-90

c-90

Tapas Behera
  • Published: Monday, 05 August 2019
  • Updated: 05 August 2019, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାବା ବେଶରେ ଲୁଟେରା। ରିଷ୍ଟ ଖଣ୍ଡନ ନାଁରେ ଅଭିନବ ଉପାୟରେ ଟଙ୍କା ଲୁଟ୍। ନାମୀଦାମୀ କାରରେ ବୁଲି ଲୁଟୁଛନ୍ତି ବାବା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରି ବିହାର ଅଞ୍ଚଳରେ  ଲୁଟେରା ବାବାଙ୍କୁ ଭରସା କରି ଲୁଟ୍‌ର ଶିକାର ହୋଇଛନ୍ତି ଆଇନଜୀବୀ ସମରେନ୍ଦ୍ର ସାହୁ।

ସହର ଭିତରେ ଏପରି ଲୁଟ୍‌ର ଟେକନିକ୍‌ ଏବେ ସମସ୍ତଙ୍କୁ ତାଜୁବ କରିଛି। ଲୁଟେରା ବାବାଙ୍କ ଚିତ୍ର ସିସିଟିଭିରେ କଏଦ ବି ହୋଇଛି। ରବିବାର ଦୁଇଜଣ ବାବା ଆଇନଜୀବୀ ସମରେନ୍ଦ୍ରଙ୍କ ଠାରୁ ସେ ପିନ୍ଧିଥିବା ସୁନା ମୁଦି ଓ ୩୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତିଯ

ସୂଚନା ମୁତାବକ, ସମରେନ୍ଦ୍ର ତାଙ୍କ ଦୋକାନରେ ବସିଥିବାବେଳେ ପ୍ରଥମେ ଜଣେ ବାବା ଆସିଥିଲେ। ହରିଦ୍ୱାରରୁ ବଡ଼ ବାବା ଆସିଛନ୍ତି ଆଶୀର୍ବାଦ ଦେବେ କହିବା ପରେ ବାହାରେ ଥିବା କାର୍‌ରୁ ଅନ୍ୟ ଜଣେ ବାବା ଓହ୍ଲାଇଥିଲେ। ଦୁଇ ବାବା ଆଇନଜୀବୀଙ୍କୁ ବିଶ୍ୱାସ ଜନ୍ମାଇବା ସହ ଦକ୍ଷିଣା ଆକାରରେ ଆଇନଜୀବୀ ସେମାନଙ୍କୁ ୫୦୦ ଟଙ୍କା ଦେଇଥିଲେ। ତେବେ ବାବା ୫୦୦ ଟଙ୍କାରୁ ହାତ ହଲାଇ ବିଭୂତି ବାହାର କରିବାପରେ ଆଇନଜୀବୀ ଆଉ ନିଜ ହୋସରେ ନଥିବା କହିଛନ୍ତି।

ତାପରେ ତାଙ୍କର କଣ  ହେଲା ସେ କହିପାରୁନଥିବାବେଳେ ଏଇ ମୌକାରେ ଡ୍ର ଭିତରୁ ୩୪ ହଜାର ଟଙ୍କା ଓ ଆଇନଜୀବୀ ଜଣଙ୍କ ହାତରେ ପିନ୍ଧିଥିବା ସୁନା ମୁଦି  ନେଇ ପାର ହୋଇଯାଇଥିଲେ ୨ ଜଣ ବାବା।

ତେବେ ଏହା ପୂର୍ବରୁ କିଛି ମାସ ତଳେ ସେହି ଅଞ୍ଚଳର ମହିଳାଙ୍କୁ ଆଉ ଜଣେ ବାବା ଏହିପରି ଲୁଟ କରିଥିବା ଅଭିଯୋଗ ସାମନାକୁ ଆସିଛି। ଚନ୍ଦ୍ରଶେଖରପୁର ପୁଲିସ ଏନେଇ ଘଟଣାସ୍ଥଳକୁ ଯାଇ ଖୋଳତାଡ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story