ମାଆକୁ ଖୋଜି ଖୋଜି ଜଗତପୁରରୁ ଢେଙ୍କାନାଳ ପଳାଇଗଲା ଛୁଆ ହାତୀ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ମାଆକୁ ଖୋଜି ଖୋଜି ଜଗତପୁରରୁ ଢେଙ୍କାନାଳ ପଳାଇଗଲା ଛୁଆ ହାତୀ। ସେଠାରେ ମାଆକୁ ଖୋଜି ବୁଲୁଥିଲା। ବନ ବିଭାଗ ଛୁଆ ହାତୀକୁ କାବୁ କରି ମାଆ ହାତୀ ପାଖରେ ଛାଡ଼ିଥିଲା। ଛୁଆକୁ ପାଇବା ପରେ ମାଆ ହାତୀର ହିଂସ୍ର ଆଚରଣ କମିଥିଲା। ମାଆ ଓ ଛୁଆଙ୍କୁ ବନ ବିଭାଗ ଏବେ ଜଙ୍ଗଲରେ ଛାଡ଼ିଛି। କଟକ ଜିଲ୍ଲା ଜଗତପୁର ଜଙ୍ଗଲରେ ଛୁଆଠାରୁ ଅଲଗା ହେବା ପରେ ଉତ୍ପାତ କରୁଥିଲା ମାଆ ହାତୀ। ଗାଁ ଲୋକଙ୍କ […]

DKL

DKL

Manoranjan Sial
  • Published: Thursday, 06 October 2022
  • Updated: 06 October 2022, 05:36 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ମାଆକୁ ଖୋଜି ଖୋଜି ଜଗତପୁରରୁ ଢେଙ୍କାନାଳ ପଳାଇଗଲା ଛୁଆ ହାତୀ। ସେଠାରେ ମାଆକୁ ଖୋଜି ବୁଲୁଥିଲା। ବନ ବିଭାଗ ଛୁଆ ହାତୀକୁ କାବୁ କରି ମାଆ ହାତୀ ପାଖରେ ଛାଡ଼ିଥିଲା। ଛୁଆକୁ ପାଇବା ପରେ ମାଆ ହାତୀର ହିଂସ୍ର ଆଚରଣ କମିଥିଲା। ମାଆ ଓ ଛୁଆଙ୍କୁ ବନ ବିଭାଗ ଏବେ ଜଙ୍ଗଲରେ ଛାଡ଼ିଛି।

କଟକ ଜିଲ୍ଲା ଜଗତପୁର ଜଙ୍ଗଲରେ ଛୁଆଠାରୁ ଅଲଗା ହେବା ପରେ ଉତ୍ପାତ କରୁଥିଲା ମାଆ ହାତୀ। ଗାଁ ଲୋକଙ୍କ ଅଭିଯୋଗ କ୍ରମେ ବନ ବିଭାଗ ମାଆ ହାତୀକୁ କାବୁ କରିଥିଲା। ଗତ ୨୯ ତାରିଖରେ ତାକୁ ଢେଙ୍କାନାଳ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ନେଇଥିଲା। ସେଠାରେ କାଠ ଖୁଆଡରେ ରଖି ତା'ର ଚିକିତ୍ସା କରୁଥିଲା ବନ ବିଭାଗ।

ଅନ୍ୟପକ୍ଷରେ ମାଆଠାରୁ ଅଲଗା ହେବା ପରେ ଛୁଆ ହାତୀ ବିଚଳିତ ହୋଇପଡ଼ିଥିଲା। ମାଆକୁ ଜଙ୍ଗଲରେ ଖୋଜି ବୁଲିଥିଲା। ମାତ୍ର ପାଇନଥିଲେ। ପରେ ହାତୀ ଛୁଆଟି ମାଆକୁ ଖୋଜି ଖୋଜି କଟକରୁ ଢେଙ୍କାନାଳ ପଳାଇ ଯାଇଥିଲା! କପିଳାସ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ଏଣେତେଣେ ଘୂରି ବୁଲୁଥିଲା। ଛୁଆ ହାତୀଟି ଗୋଟିଏ ଗାଁରେ ପଶି ଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଜାଣିପାରି ଗାଁରେ ପହଞ୍ଚି ଛୁଆ ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ଉଦ୍ଧାର କରିଥିଲା। ପରେ ଛୁଆକୁ ମାଆ ହାତୀ ପାଖରେ ଛାଡ଼ିଥିଲା।

ଛୁଆକୁ ପାଖରେ ପାଇବା ପରେ ହିଂସ୍ର ହୋଇପଡିଥିବା ମାଆ ହାତୀର ସ୍ଵଭାବରେ ପରିବର୍ତ୍ତନ ଆସିଥିଲା। ସେଠାରେ ଉଭୟଙ୍କୁ ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ମାଆ ଓ ଛୁଆ ହାତୀଙ୍କୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସ୍ତା ଦେଇ ନରସିଂହପୁର ଓ ସାତକୋଶିଆ ଜଙ୍ଗଲର ମଧ୍ୟବର୍ତ୍ତୀ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏଭଳି ଘଟଣା ରାଜ୍ୟରେ ପ୍ରଥମ ଥର ହୋଇଥିବା ବେଳେ ଏଥିପାଇଁ ଜଙ୍ଗଲ ବିଭାଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ତେବେ ହାତୀଙ୍କୁ ଜଙ୍ଗଲରେ ଛାଡିବାକୁ ସ୍ଥାନୀୟ ଦଣ୍ଡିରି ଗାଁ ଲୋକେ ବିରୋଧ କରିଛନ୍ତି। ମାଆ ଓ ଛୁଆ ହାତୀ ଏବେ ସୁରକ୍ଷିତ ଭାବରେ ଘଞ୍ଚ ଜଙ୍ଗଲ ଭିତରେ ଅଛନ୍ତି। ହାତୀ ଏବେ ନିଜ ପାଖରେ ଛୁଆକୁ ପାଇ ହିଂସ୍ର ଆଚରଣ କରୁନାହିଁ। ତେଣୁ ବିପଦ ନ ଥିବାରୁ ବିରୋଧ କରିବାର କୌଣସି କାରଣ ନାହିଁ ବୋଲି ଢେଙ୍କାନାଳ ଡିଏଫ୍‌ଓ DFO କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story