ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ରୋଗୀ

ଲମତାପୁଟ(ଜଗତ ଜୀବନ): ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଗାଁ ଠାରୁ ଦେଢ଼ କିଲୋଟର ଦୂର ଏକ ସ୍ଥାନରେ ଅଟକି ରହିଲା। ଫଳରେ ରୋଗୀଙ୍କୁ ପରିବାର ଲୋକ ଭାରରେ ବୋହି ଆଣି ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲେ। ପରେ ଏହି ରୋଗୀ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଆଜି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗୋଡିପୁଟ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା କଥା, ଏହା ତାଙ୍କ ପାଇଁ ନୀତିଦିନିଆ ଦୁଃଖ। ଦେଶ ସିନା ୭୫ ତମ […]

ambulance

ambulance

Niranjan Mishra
  • Published: Saturday, 13 August 2022
  • Updated: 13 August 2022, 12:52 PM IST

Sports

Latest News

ଲମତାପୁଟ(ଜଗତ ଜୀବନ): ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଗାଁ ଠାରୁ ଦେଢ଼ କିଲୋଟର ଦୂର ଏକ ସ୍ଥାନରେ ଅଟକି ରହିଲା। ଫଳରେ ରୋଗୀଙ୍କୁ ପରିବାର ଲୋକ ଭାରରେ ବୋହି ଆଣି ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲେ। ପରେ ଏହି ରୋଗୀ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଆଜି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗୋଡିପୁଟ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା କଥା, ଏହା ତାଙ୍କ ପାଇଁ ନୀତିଦିନିଆ ଦୁଃଖ। ଦେଶ ସିନା ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି, ସରକାର ଏହା ଅମୃତ ଉତ୍ସବ କହି ଧ୍ୱଜା ଉଡ଼ାଉଛନ୍ତି, ହେଲେ ସେମାନଙ୍କ ଦୁଃଖ ଦୂର କରିବାକୁ କେହିବି ଦୃଷ୍ଟି ଦେଉନାହାନ୍ତି।

ସୂଚନା ମୁତାବକ, ଗାଁର ସମରା ଶୀଶା ନାମକ ଜଣେ ବ୍ୟକ୍ତି ହଠାତ ଅସୁସ୍ଥ ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନେବା ନିମନ୍ତେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଡକାଇଥିଲେ। ତେବେ ଭଲ ରାସ୍ତା ନ ଥିବା ଯୋଗୁଁ ଗାଁ ଠାରୁ ଦେଢ଼ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଏନେଇ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ଗ୍ରାମବସୀଙ୍କ ସହାୟତା କ୍ରମେ ସମରାଙ୍କୁ ଚୌକି ଭାରାରେ ଧରି ନାଳ ଓ ପାଦଚଲା ରାସ୍ତା ପାର ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଏନେଇ ପରିବାର ଲୋକେ କହିଛନ୍ତି, ମୁଖ୍ୟ ରାସ୍ତାରୁ ଗାଁକୁ ଲମ୍ବିଥିବା ରାସ୍ତା ଖୁବ୍ ସଂକୀର୍ଣ୍ଣ। ବର୍ଷା ଦିନେ ନାଳରେ ପଣିର ସୁଅ ଛୁଟୁଛି। ଏ ସବୁକୁ ପାର ହେବା ବଡ଼ କଠିନ। ଖାଲି ରୋଗୀ ନୁହଁନ୍ତି, ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନାଳ ପାରି ହୋଇଥାନ୍ତି। ଛାତ୍ରଛାତ୍ରୀମାନଙ୍କୁ ଦୀର୍ଘ ୫କିଲୋମିଟର ନଦୀ, ନାଳ, ପାଦଚଲା ରାସ୍ତା ପାର ହେବା ପରେ ଖମରା ବିଦ୍ୟାଳୟକୁ ଯାଇ ପାଠପଢ଼ିବାକୁ ପଡ଼ୁଛି। ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story