୨ ବର୍ଷ ପରେ ବଡ଼ ଓଷାରେ ଚଳଚଞ୍ଚଳ ରହିବ ଧବଳେଶ୍ୱର ପୀଠ

ଆଠଗଡ଼(ନିଳକଣ୍ଠ ଦୋରା):  ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା। ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ […]

pitha

pitha

Niharika Rout
  • Published: Friday, 23 September 2022
  • Updated: 23 September 2022, 05:36 PM IST

Sports

Latest News

ଆଠଗଡ଼(ନିଳକଣ୍ଠ ଦୋରା):  ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା।

ଧବଳେଶ୍ଵରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ ।

ପୂଜକ ସମିତି ସଭାପତିଙ୍କ ସୂତ୍ରରୁ ମିଳିଥିବା ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୦ରୁ  ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବ। ଏହାପରେ ନଭେମ୍ବର ୪ରୁ  ୮ ତାରିଖ  ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ ହେବ। ନଭେମ୍ବର ୬ ତାରିଖ ରବିବାର ବଡ଼ଓଷା ପଡ଼ିବ। ନଭେମ୍ବର ୬ରେ ବଡ଼ ଓଷା ହେବା ସହ ୭ ସୋମବାର ସକାଳେ ଗଜଭୋଗ ମିଳିବ ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ରତି ବର୍ଷ ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣମୀରେ ଅସମ୍ଭବ ଭିଡ଼ ଜମେ। ରାଜ୍ୟର ଦୂରଦୂରାନ୍ତର ଶ୍ରଦ୍ଧାଳୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ଏଠାକୁ ଆସିଥାନ୍ତି। କରୋନା ପାଇଁ ଗତ ୨ ବର୍ଷ ହେବ ପଞ୍ଚକ ପାଳନ ବେଳେ ଧବଳେଶ୍ୱର ପୀଠ ଖାଁ ଖାଁ ରହିଥିଲା। ଚଳିତ ବର୍ଷ ପୁଣି ଥରେ ପୀଠ ଚଳଚଞ୍ଚଳ ହେବ ବୋଲି ଆଶା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story