ବଡ଼ବିଲ ସହର ସପ୍ତାହେ ପାଇଁ ସଟ୍‌ଡାଉନ୍

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ସପ୍ତାହେ ପାଇଁ ସଟ୍‌ଡାଉନ୍ । ଆଜିଠୁ ସପ୍ତାହେ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାରେ ଆଜି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବଡବିଲରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ସମସ୍ତ ୧୧ ଆକ୍ରାନ୍ତ ଲୋକାଲ୍ କେସ୍ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ସଟଡାଉନ ସମୟରେ ମାର୍କେଟ କଂପଲେକ୍ସ ବନ୍ଦ […]

corona-32

Tapas Behera
  • Published: Sunday, 05 July 2020
  • , Updated: 05 July 2020, 04:55 PM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ସପ୍ତାହେ ପାଇଁ ସଟ୍‌ଡାଉନ୍ । ଆଜିଠୁ ସପ୍ତାହେ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାରେ ଆଜି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବଡବିଲରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ସମସ୍ତ ୧୧ ଆକ୍ରାନ୍ତ ଲୋକାଲ୍ କେସ୍ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ସଟଡାଉନ ସମୟରେ ମାର୍କେଟ କଂପଲେକ୍ସ ବନ୍ଦ ରହିବା ସହ  ଅତ୍ୟାବଶ୍ୟକ ସେବା ଚାଲୁ ରହିବ।

Related story