ବଦଳିଲା ମେଡିକାଲ ପ୍ରବେଶିକା ‘ନିଟ୍‌’ର ନିୟମ

ଭୁବନେଶ୍ୱର: ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍‌’ର ନିୟମ ପରିବର୍ତ୍ତନ ହୋଇଛି। ଏ ନେଇ ଆଜି ସିବିଏସ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନୂଆ ନିୟମ ଅନୁସାରେ ଚଳିତବର୍ଷର ପରୀକ୍ଷାକୁ ପ୍ରଥମ ଆଟେଣ୍ଟ ଭାବେ ଗଣାଯିବ। ପୂର୍ବରୁ ନିଟ୍‌ ପରୀକ୍ଷା ଦେଇଥିଲେ ଏହାକୁ ଗଣତି କରାଯିବ ନାହିଁ। ଜଣେ ପରୀକ୍ଷାର୍ଥୀ ସର୍ବାଧିକ ୩ ଥର ନିଟ୍‌ ଦେଇପାରିବେ ବୋଲି ସିବିଏସ୍‌ସି ପକ୍ଷରୁ କୁହାଯାଇଛି।

neet-student

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 10:34 PM IST

ଭୁବନେଶ୍ୱର: ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍‌’ର ନିୟମ ପରିବର୍ତ୍ତନ ହୋଇଛି। ଏ ନେଇ ଆଜି ସିବିଏସ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନୂଆ ନିୟମ ଅନୁସାରେ ଚଳିତବର୍ଷର ପରୀକ୍ଷାକୁ ପ୍ରଥମ ଆଟେଣ୍ଟ ଭାବେ ଗଣାଯିବ।

ପୂର୍ବରୁ ନିଟ୍‌ ପରୀକ୍ଷା ଦେଇଥିଲେ ଏହାକୁ ଗଣତି କରାଯିବ ନାହିଁ। ଜଣେ ପରୀକ୍ଷାର୍ଥୀ ସର୍ବାଧିକ ୩ ଥର ନିଟ୍‌ ଦେଇପାରିବେ ବୋଲି ସିବିଏସ୍‌ସି ପକ୍ଷରୁ କୁହାଯାଇଛି।

Related story