ବୌଦ୍ଧ: ଶିକ୍ଷକ ନିଯୁକ୍ତି ଓ ସ୍କୁଲ ଗୃହ ନିର୍ମାଣ ଦାବିରେ  ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବୌଦ୍ଧ: ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଓ ସ୍କୁଲ ଗୃହ ନିର୍ମାଣ ସଂପୂର୍ଣ୍ଣ କରିବା  ଦାବି ନେଇ ବୌଦ୍ଧ ଜିଲ୍ଲା  କଣ୍ଟାମାଳ ବ୍ଲକ ଘଣ୍ଟାପଡା ସରକାରୀ ପ୍ରାଥମିକ ବିଦ୍ୟାୟଳରେ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ୧୦୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ୨ ବର୍ଷ ହେଲା ସ୍କୁଲର ଅର୍ଦ୍ଧନିର୍ମିତ କୋଠରୀ ହୋଇ ପଡିରହିଛି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ପଢ଼ିବାରରେ ଅସୁବିଧା ହେଉଛି। ଏନେଇ  ବିଦ୍ୟାଳୟ ପରିଚାଳନା […]

ba

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 04:04 AM IST

ବୌଦ୍ଧ: ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଓ ସ୍କୁଲ ଗୃହ ନିର୍ମାଣ ସଂପୂର୍ଣ୍ଣ କରିବା  ଦାବି ନେଇ ବୌଦ୍ଧ ଜିଲ୍ଲା  କଣ୍ଟାମାଳ ବ୍ଲକ ଘଣ୍ଟାପଡା ସରକାରୀ ପ୍ରାଥମିକ ବିଦ୍ୟାୟଳରେ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ୧୦୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ୨ ବର୍ଷ ହେଲା ସ୍କୁଲର ଅର୍ଦ୍ଧନିର୍ମିତ କୋଠରୀ ହୋଇ ପଡିରହିଛି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ପଢ଼ିବାରରେ ଅସୁବିଧା ହେଉଛି। ଏନେଇ  ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ କିଛି ସୁଫଳ ନ ମିଳି ନଥିଲା। କଣ୍ଟାମାଳ ସହକାରୀ ବ୍ଲକ ଅଧିକାରୀଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର  ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Related story