ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଏନ୍‌ସିସି କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ଏନ୍‌ସିସି କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କାର୍ଯ୍ୟରେ ଯୋଗଦେବା ପୂର୍ବରୁ ସେ ଆଜି ରାଜନାଥଙ୍କୁ ଭେଟି ତାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଅନୁସାରେ ଜାତୀୟ ସଂହତି ଓ ଜାତୀୟତାକୁ ଅଧିକ ଦୃଢ଼ କରିବା ଉଦ୍ଦେଶ୍ୟରେ ଯୁବକମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ନିକଟରେ ଏନ୍‌ସିସି କମିଟିକୁ ଅଧିକ କ୍ରୀୟାଶିଳ କରାଯାଇଛି। #NCC ର ପୁନର୍ବିନ୍ୟାସ ଲାଗି ଗଠିତ ଉଚ୍ଚସ୍ତରୀୟ କମିଟିର କାମ ନେଇ @PandaJay […]

Rajnath Singh and Baijayant Panda

Rajnath Singh and Baijayant Panda

Manoranjan Sial
  • Published: Saturday, 18 September 2021
  • Updated: 18 September 2021, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ଏନ୍‌ସିସି କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କାର୍ଯ୍ୟରେ ଯୋଗଦେବା ପୂର୍ବରୁ ସେ ଆଜି ରାଜନାଥଙ୍କୁ ଭେଟି ତାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଅନୁସାରେ ଜାତୀୟ ସଂହତି ଓ ଜାତୀୟତାକୁ ଅଧିକ ଦୃଢ଼ କରିବା ଉଦ୍ଦେଶ୍ୟରେ ଯୁବକମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ନିକଟରେ ଏନ୍‌ସିସି କମିଟିକୁ ଅଧିକ କ୍ରୀୟାଶିଳ କରାଯାଇଛି।

https://twitter.com/Panda_Odia/status/1439146526601723906?s=20

ଏନ୍‌ସିସିକୁ ଅଧିକ ସମୟୋପଯୋଗୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ହାଇଲେବଲ ଏକ୍ସପର୍ଟ କମିଟି ଗଠନ କରାଯାଇଛି। ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ କମିଟିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି, ପୂର୍ବତନ ଅଲିମ୍ପିକ୍ସ ପଦକ ବିଜେତା ତଥା ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସାଂସଦ ବିଜୟ ସହସ୍ରବୁଦ୍ଧେ, ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ଅର୍ଥ ମନ୍ତ୍ରଣାଳୟର ପ୍ରିନ୍ସିପାଲ୍‌ ଇକୋନୋମୀ ଆଡଭାଇଜର୍ ସଞ୍ଜୀବ ସାନୟାଲ୍‌, ଜାମିଆ ମିଲିଆ ଇସଲାମିଆର ଭିସି ନଜମା ଅଖତର, ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ବସୁଧା କାମାତ୍, ଭାରତୀୟ ଶିକ୍ଷା ମଣ୍ଡଳର ଜାତୀୟ ଆୟୋଜନ ସମ୍ପାଦକ ମୁକୁଲ କାନିତକର, ଅବସରପ୍ରାପ୍ତ ମେଜର୍ ଜେନେରାଲ୍ ଆଲୋକ ରାଜ୍, ଡିଆଇସିସିଆଇର ଚେୟାରମ୍ୟାନ୍ ମିଲିନ୍ଦ କାମ୍ବଲେ, ଏସଆଇଏସ ଇଣ୍ଡିଆ ଲିମିଟେଡର ଏମଡି ଋତୁରାଜ ସିହ୍ନା, Water.orgର ଚିଫ୍ ଅପରେଟିଂ ଅଫିସର୍ ବେଦିକା ଭଣ୍ଡାରକର, ଡାଟାବୁକର ସିଇଓ ଆନନ୍ଦ ଶାହ କମିଟିର ସଦସ୍ୟ ରହିଥିବା ବେଳେ ଡିଓଡିର ମୟଙ୍କ ତିୱାରୀ ସେକ୍ରେଟାରୀ ରହିଛନ୍ତି।

ଜାତୀୟ ସମର ଶିକ୍ଷାର୍ଥୀ ବାହିନିକୁ ଅଧିକ ସମୟୋପଯୋଗୀ ପାଇଁ ଏହି କମିଟି ବିଶ୍ଳେଷଣ କରିବ। ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବିଶେଷଜ୍ଞ କମିଟି ଏନ୍‌ସିସିକୁ ସଶକ୍ତୀକରଣ କରିବା ସହ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରର ଉନ୍ନତିରେ କ୍ୟାଡେଟ୍‌ମାନଙ୍କର ବିଭିନ୍ନ କ୍ଷେତ୍ରରେ ଯୋଗଦାନକୁ ସକ୍ରିୟ କରିବା ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ସୁପାରିଶ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story