ଅର୍ଣ୍ଣବଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି। ଏନେଇ ଟ୍ୱିଟ୍‌ କରି ବୈଜୟନ୍ତ ଲେଖିଛନ୍ତି ଯେ, ମୁଁ ରିପବ୍ଲିକ ଟିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି । ସେ କହିଛନ୍ତିଯେ ଅପରାଧୀମାନେ ସବୁଠାରୁ ପୁରୁଣା ରାଜନୈତିକ ଦଳର ବୋଲି ମାନିଛନ୍ତି ଯାହା ଅତ୍ୟ ଦୁର୍ଭଗ୍ୟଜନକ।  ଏହା ଆଦୌ ଗ୍ରହଣୀୟ ବୋଲି […]

n-8765

n-8765

Tapas Behera
  • Published: Thursday, 23 April 2020
  • Updated: 23 April 2020, 04:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି। ଏନେଇ ଟ୍ୱିଟ୍‌ କରି ବୈଜୟନ୍ତ ଲେଖିଛନ୍ତି ଯେ, ମୁଁ ରିପବ୍ଲିକ ଟିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି । ସେ କହିଛନ୍ତିଯେ ଅପରାଧୀମାନେ ସବୁଠାରୁ ପୁରୁଣା ରାଜନୈତିକ ଦଳର ବୋଲି ମାନିଛନ୍ତି ଯାହା ଅତ୍ୟ ଦୁର୍ଭଗ୍ୟଜନକ।  ଏହା ଆଦୌ ଗ୍ରହଣୀୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ସୂଚନା ଅନୁଯାୟୀ, ରିପବ୍ଲିକ ଟିଭର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଧବାର ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ଷ୍ଟୁଡିଓରୁ ଫେରିବା ବେଳେ ରାତି ପ୍ରାୟ ୧ଟାରେ ବାଇକରେ ଦୁଇ ଜଣ ଯୁବକ ସେମାନଙ୍କ କାର ଉପରେ ଆକ୍ରମଣ କରିଥିଲେ।

ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ଏହାକୁ ଅଟକାଇବା ପାଇଁ ସେମାନଙ୍କ କାର ଆଗରେ ବାଇକଟିକୁ ରଖି ଦେଇଥିଲେ। ଏହାପରେ ସେମାନେ କାର ଉପରକୁ କାଳି ମାଡ଼ କରି ଖସି ଯିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ଦୁଇ ଜଣଙ୍କୁ ଅର୍ଣ୍ଣବଙ୍କ ସୁରକ୍ଷାକର୍ମୀମାନେ ଧରି ନେଇଥିଲେ। ଘଟଣାଟି ତାଙ୍କ ଘରଠାରୁ ମାତ୍ର କିଛି ମିଟର ଦୂର କାନପାତରାଓ କଦମ ମାର୍ଗରେ ଘଟିଛି।

ଘଟଣା ପାଇଁ ଅର୍ଣ୍ଣବ ଟ୍ୱିଟ କରି କଂଗ୍ରେସକୁ ଦାୟୀ କହିଛନ୍ତି। ଏଥିସହ ସେ ସୋନିଆ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଦଳର ଲୋକ ମୋତେ ଆକ୍ରମଣ କରିଛନ୍ତି। ମୁଁ ଅଫିସରୁ ବାହାରିବା କ୍ଷଣି ଦୁଇ ଜଣ ବାଇକ ଆରୋହୀ ମୋ ପିଛା କରିଥିଲେ। ସେମାନେ ମୋ କାର ସହ ସମାନ ବେଗରେ ଗାଡ଼ି ଚଳାଉଥିଲେ। ଶେଷରେ ମୋ ଘରଠାରୁ କିଛି କିମି ଦୂରରେ ସେମାନେ ଗାଡ଼ିକୁ ପାର୍କ କରି ମୋତେ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ମୁଁ ଅଳ୍ପକେ ବର୍ତ୍ତି ଯାଇଛି। ମୋର ଆଶା ଆକ୍ରମଣକାରୀ ଓ ସେମାନଙ୍କୁ ପଠାଇଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story