ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତଙ୍କ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ । ଆଗାମୀ ଦିନରେ ଓଡ଼ିଶା ଆସିବାକୁ ଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ୍ ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା।  ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଆସିବାକୁ ଥିବା ବେଳେ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।କେନ୍ଦ୍ରାପଡ଼ାରେ […]

76590

76590

Tapas Behera
  • Published: Saturday, 25 April 2020
  • Updated: 25 April 2020, 04:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ । ଆଗାମୀ ଦିନରେ ଓଡ଼ିଶା ଆସିବାକୁ ଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ୍ ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା।  ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଆସିବାକୁ ଥିବା ବେଳେ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି ।କେନ୍ଦ୍ରାପଡ଼ାରେ ଏମ୍ପି ଲ୍ୟାଡ୍ ଫଣ୍ଡରୁ ନିର୍ମାଣ କରାଯାଇଥିବା ଅଡିଟୋରିୟମ୍, ୧୫ରୁ ଅଧିକ ମଲଟି ପର୍ପୋଜ ବିଲଡିଂ ଏବଂ ୨୪ରୁ ଅଧିକ ମିନି ଷ୍ଟାଡିୟମକୁ ବ୍ୟବହାର କରାଯାଇ ପାରିବ ବୋଲି ବୈଜୟନ୍ତ ଟ୍ୱିଟ୍‌

କରିଛନ୍ତି।   ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଥିବା ବେଳେ ଜିଲ୍ଲାରେ ବଡ ଅଡିଟୋରିୟମ୍ ସହ ବହୁ ସଂଖ୍ୟାରେ ମଲଟି ପର୍ପୋଜ ବିଲଡିଂ ଏବଂ ମିନି ଷ୍ଟାଡିୟମ ନିର୍ମାଣ କରାଯାଇଥିଲ॥

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story