ଭଦ୍ରକ: ବଜ୍ରପାତରେ ନାବାଳିକା ସମେତ ୩ ମୃତ

ଭଦ୍ରକ: ବଜ୍ରପାତରେ ନାବାଳିକାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଜଳଙ୍ଗା ଗାଁରେ ଏହି ଘଟଣା ଘଟିଛି । ମୃତକମାନେ ହେଲେ ସାଗର ମୁଣ୍ଡା, କିଷାନ ମୁଣ୍ଡା ଓ ୧୩ ବର୍ଷିୟା ଶତି ମୁଣ୍ଡା।  ୩ ଜଣ ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ।

mutha

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 02:48 AM IST

Related story