ତିନି ଲକ୍ଷ ଡିଲ୍‌ କରିଥିଲେ, ତା’ ପୂର୍ବରୁ ଧରାପଡ଼ିଗଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାଜ୍ୟରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଛି। ଗତକାଲି ମାଲକାନଗିରି ଜିଲ୍ଲାରେ ଏକ ବଜ୍ରକାପ୍ତା ଚାଲାଣ ରାକେଟ୍‌ର ମଧ୍ୟ ପର୍ଦ୍ଦାଫାଶ କରିଛି ବନ ବିଭାଗ। କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ବନ ବିଭାଗ ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାର ଓଜନ ପ୍ରାୟ […]

bajrakapta

bajrakapta

Tapaswini Nayak
  • Published: Wednesday, 16 January 2019
  • Updated: 16 January 2019, 01:13 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାଜ୍ୟରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଛି। ଗତକାଲି ମାଲକାନଗିରି ଜିଲ୍ଲାରେ ଏକ ବଜ୍ରକାପ୍ତା ଚାଲାଣ ରାକେଟ୍‌ର ମଧ୍ୟ ପର୍ଦ୍ଦାଫାଶ କରିଛି ବନ ବିଭାଗ।

କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ବନ ବିଭାଗ ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାର ଓଜନ ପ୍ରାୟ ୬ କିଲୋ ହେବ। ବେପାରୀମାନେ ଏହି ବଜ୍ରକାପ୍ତାକୁ ୩ ଲକ୍ଷ ଟଙ୍କା ବିକ୍ରି କରିବା ପାଇଁ ଯୋଜନା କରିଥିଲେ।

ଗତକାଲି ଚିତ୍ରାଙ୍ଗପାଲି ଗାଁରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବା ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।

ଗତ ମାସରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବସ୍‌ଷ୍ଟାଣ୍ଡ ନିକଟରୁ ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ପଦ୍ମପୁରରୁ ଗୁଣୁପୁର ଦେଇ ଭୁବନେଶ୍ୱରକୁ ବଜ୍ରକାପ୍ତା ଚାଲାଣ କରୁଥିଲେ।

bbଓଡ଼ିଶାର ବିଭିନ୍ନ ସ୍ଥାନରୁ ମାଲେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡକୁ ବଜ୍ରକାପ୍ତା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏଥିରେ ଦଲାଲମାନେ ମାଲାମାଲ ହେଉଛନ୍ତି। ଏହି ବେପାର ପାଇଁ ଲକ୍ଷାଧିକ ଟଙ୍କାର ଡିଲ୍‌ ହେଉଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story