ବଲାଙ୍ଗିର: ବେଆଇନ ଶ୍ରମିକ ଚାଲାଣ ରୋକିବାକୁ ଆଲୋଚନା ଚକ୍ର

ବଲାଙ୍ଗିର:  ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆଖାଇ ପରେ ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯିବ ଦାଦନ ଚାଲାଣ ପ୍ରକ୍ରିୟା। କାମ ଧନ୍ଧା ପାଇଁ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ବାହାରିବେ ଶ୍ରମିକ। ତେବେ ବେଆଇନ ଶ୍ରମିକ ଚାଲାଣକୁ ରୋକିବା ସହ ଶ୍ରମିକଙ୍କ ନାମ ପଞ୍ଜୀକରଣ କରାଇ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ। ବୋର୍ଡ ଅଧ୍ୟକ୍ଷ ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର […]

balagiri

balagiri

Rakesh Mallick
  • Published: Monday, 07 September 2015
  • Updated: 07 September 2015, 07:52 AM IST

Sports

Latest News

ବଲାଙ୍ଗିର:  ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆଖାଇ ପରେ ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯିବ ଦାଦନ ଚାଲାଣ ପ୍ରକ୍ରିୟା। କାମ ଧନ୍ଧା ପାଇଁ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ବାହାରିବେ ଶ୍ରମିକ। ତେବେ ବେଆଇନ ଶ୍ରମିକ ଚାଲାଣକୁ ରୋକିବା ସହ ଶ୍ରମିକଙ୍କ ନାମ ପଞ୍ଜୀକରଣ କରାଇ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ। ବୋର୍ଡ ଅଧ୍ୟକ୍ଷ ସୁବାଷ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରମିକଙ୍କୁ ସଚେତନ କରିବା ପାଇଁ ଆଗାମୀ ଦିନରେ ଏକ ବିଶାଳ ଆଲୋଚନା ଚକ୍ର ଆୟୋଜନ କରାଯିବ ବୋଲି ବୋର୍ଡର ଅଧ୍ୟକ୍ଷ  ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story