ବଲାଙ୍ଗୀର ଏବଂ ନୂଆପଡ଼ା ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି

ବଲାଙ୍ଗୀର/ନୂଆପଡ଼ା: ମାଓ ପ୍ରଭାବିତ ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସଞ୍ଜିବ ମାରିକ। ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ଭୁବନେଶ୍ୱରରୁ ନୂଆପଡ଼ା ଯାଇ ସ୍ଥାନୀୟ ମନୋହରପୁର ପୋଲିସ ପଡ଼ିଆରେ ଓହ୍ଲାଇଥିଲେ। ପରେ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଗମନାଗମନ, ସ୍ୱାସ୍ଥ୍ୟସେବା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ମାଓବାଦୀଙ୍କ […]

dgin naupada

dgin naupada

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 02:16 AM IST

Sports

Latest News

ବଲାଙ୍ଗୀର/ନୂଆପଡ଼ା: ମାଓ ପ୍ରଭାବିତ ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସଞ୍ଜିବ ମାରିକ। ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ଭୁବନେଶ୍ୱରରୁ ନୂଆପଡ଼ା ଯାଇ ସ୍ଥାନୀୟ ମନୋହରପୁର ପୋଲିସ ପଡ଼ିଆରେ ଓହ୍ଲାଇଥିଲେ। ପରେ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଗମନାଗମନ, ସ୍ୱାସ୍ଥ୍ୟସେବା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ମାଓବାଦୀଙ୍କ ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ। ଏହାପରେ ସେ ବଲାଙ୍ଗୀର ଫେରି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story