ବଲାଙ୍ଗିର ପୋଲିସ୍‌ ନିକଟରେ ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ

ବଲାଙ୍ଗିର: ବଲାଙ୍ଗିର ପୋଲିସ ନିକଟରେ ଆଜି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ସନ୍ନ୍ୟାସୀ ସରଗରିଆ। ସେ ବଲାଙ୍ଗିର-ବରଗଡ଼ ସମସମୁଦ୍‌ ଡିଭିଜନର ସଦସ୍ୟ ଥିଲେ। ତାଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ତୁରେଇକେଲା ଥାନା ନାଗସେନା ଗାଁରେ।

moust

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 05:42 PM IST

ବଲାଙ୍ଗିର: ବଲାଙ୍ଗିର ପୋଲିସ ନିକଟରେ ଆଜି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ସନ୍ନ୍ୟାସୀ ସରଗରିଆ। ସେ ବଲାଙ୍ଗିର-ବରଗଡ଼ ସମସମୁଦ୍‌ ଡିଭିଜନର ସଦସ୍ୟ ଥିଲେ। ତାଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ତୁରେଇକେଲା ଥାନା ନାଗସେନା ଗାଁରେ।

Related story