ଟ୍ୱିଟର ବଞ୍ଚାଇ ଦେଲା ଜଣେ ବୃଦ୍ଧଙ୍କ ଜୀବନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମହାକାରୀ କରୋନା ସମୟରେ କେହି କାହାକୁ ଛୁଇଁବାକୁ ସାହାସ କରୁନଥିଲା ବେଳେ ସୋଶାଲ୍‌ ମିଡିଆ ଟ୍ୱିଟର ବଞ୍ଚାଇଦେଲା ଜଣେ ବୃଦ୍ଧର ଜୀବନ। ଆଜି ଏପରି ଘଟଣା ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି। ଜଣେ ସାମାଜିକ କର୍ମୀଙ୍କ ଟ୍ୱିଟ୍‌ରୁ ଖବର ପାଇ ପୁଲିସ ୫ ଦିନ ଧରି ଜ୍ୱରରେ ପୀଡ଼ିତ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିପାରିଛି। ପୁଲିସର ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି। ତେବେ ପୂରା ଘଟଣାଟି […]

Twitter

Twitter

Manoranjan Sial
  • Published: Friday, 07 May 2021
  • Updated: 07 May 2021, 09:17 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମହାକାରୀ କରୋନା ସମୟରେ କେହି କାହାକୁ ଛୁଇଁବାକୁ ସାହାସ କରୁନଥିଲା ବେଳେ ସୋଶାଲ୍‌ ମିଡିଆ ଟ୍ୱିଟର ବଞ୍ଚାଇଦେଲା ଜଣେ ବୃଦ୍ଧର ଜୀବନ। ଆଜି ଏପରି ଘଟଣା ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି। ଜଣେ ସାମାଜିକ କର୍ମୀଙ୍କ ଟ୍ୱିଟ୍‌ରୁ ଖବର ପାଇ ପୁଲିସ ୫ ଦିନ ଧରି ଜ୍ୱରରେ ପୀଡ଼ିତ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିପାରିଛି। ପୁଲିସର ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।

ତେବେ ପୂରା ଘଟଣାଟି ଏମିତି। ବଲାଙ୍ଗିର ସହର ଥାନା ରାମେଶ୍ୱରନଗର ୟୁପି ସ୍କୁଲ୍‌ ନିକଟରେ ଏକାକୀ ରୁହନ୍ତି ଦଇତାରୀ ମେହେର। ଗତ ୫ ଦିନ ଧରି ସେ ଜ୍ୱରରେ ପୀଡ଼ିତ ଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ଯାଇପାରୁନଥିଲେ। ଏ ସମ୍ପର୍କରେ ସମାଜିକ କର୍ମୀ ରଘୁନାଥ ବାବୁ ଜାଣିପାରି ଟ୍ୱିଟ୍‌ କରି ବଲାଙ୍ଗିର ଜିଲ୍ଲାପାଳ ଓ ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓଙ୍କୁ ଟ୍ୟାଗ କରିଥିଲେ।

ରଘୁନାଥ ବାବୁଙ୍କ ଟ୍ୱିଟ୍‌କୁ କଲିକେଶ ନାରାୟଣ ସିଂଦେଓ ରି-ଟ୍ୱିଟ୍‌ କରି ବଲାଙ୍ଗିର ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଗ୍ୟାଗ୍‌ କରିଥିଲେ। ଟ୍ୱିଟ୍‌ରୁ ଖବର ପାଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ପୂରା ଘଟଣା ସମ୍ପର୍କରେ ଏସ୍‌ପି ନୀତିନ କୁଶଲକରଙ୍କୁ ଜଣାଇଥିଲେ। ଏହା ପରେ ଏସ୍‌ପି ଘଟଣା ସମ୍ପର୍କରେ ବଲାଙ୍ଗିର ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟଙ୍କୁ ସୂଚନା ଦେଇଥିଲେ। ଏହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ସଦର ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଆମ୍ୱୁଲାନ୍ସ ଧରି ଦଇତାରୀଙ୍କ ଘର ପାଖରେ ପହଞ୍ଚିଥିଲେ। ପରେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍‌ ହସ୍ପିଟାଲ୍‌କୁ ଆଣିଥିଲେ। ସେଠାରେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ବଲାଙ୍ଗିର କିମ୍‌ସ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story