ଏଡିଜେରେ ଖାରଜ ହେଲା ପୁଞ୍ଜିଲାଲର ଅଭିଯୋଗ

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗିର ଜେଲରେ ଅଛି। ଜେଲ ଭିତରେ ପୁଞ୍ଜିଲାଲକୁ ମାଡ଼ ମାରିବା ସହ ଅମାନବିକ ଅତ୍ୟାଚାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ ପୁଞ୍ଜିଲାଲଙ୍କ ଓକିଲ। ଏ ନେଇ ଗତକାଲି ପାଟଣାଗଡ଼ ଏଡିଜେ କୋର୍ଟ ମାମଲାର ବିଚାର କରି ମାନ୍ୟବର ଏଡିଜେ ମାମଲାକୁ ଖାରଜ କରିଛନ୍ତି। ସେପଟେ ପାର୍ସଲ ବୋମାରେ ମୃତ ସୌମ୍ୟଶେଖରଙ୍କ ବାପା ପୁଣିଥରେ ପୁଞ୍ଜିଲାଲକୁ କଠୋରରୁ କଠୋର ଦଣ୍ଡ ଦେବାକୁ […]

patnagarh

patnagarh

Ranjit Kumar Jena
  • Published: Monday, 26 October 2020
  • Updated: 26 October 2020, 07:29 PM IST

Sports

Latest News

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗିର ଜେଲରେ ଅଛି। ଜେଲ ଭିତରେ ପୁଞ୍ଜିଲାଲକୁ ମାଡ଼ ମାରିବା ସହ ଅମାନବିକ ଅତ୍ୟାଚାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ ପୁଞ୍ଜିଲାଲଙ୍କ ଓକିଲ। ଏ ନେଇ ଗତକାଲି ପାଟଣାଗଡ଼ ଏଡିଜେ କୋର୍ଟ ମାମଲାର ବିଚାର କରି ମାନ୍ୟବର ଏଡିଜେ ମାମଲାକୁ ଖାରଜ କରିଛନ୍ତି। ସେପଟେ ପାର୍ସଲ ବୋମାରେ ମୃତ ସୌମ୍ୟଶେଖରଙ୍କ ବାପା ପୁଣିଥରେ ପୁଞ୍ଜିଲାଲକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

ରବିବାର ପୁଞ୍ଜିଲାଲର ଓକିଲଙ୍କ ଅଭିଯୋଗର ଶୁଣାଣି କରିଥିଲେ ଏଡିଜେ। ପୁଞ୍ଜିଲାଲର ଓକିଲଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି ପାଟଣାଗଡ଼ ଏଡିଜେ। ଏହି ଅଭିଯୋଗରେ କୌଣସି ସତ୍ୟତା ନଥିବା ଦର୍ଶାଇଛନ୍ତି ମାନ୍ୟବର ବିଚାରପତି। ଗତ ୨୪ ତାରିଖରେ ବଲାଙ୍ଗିର ଜେଲ ଭିତରେ ପୁଞ୍ଜିଲାଲକୁ, ଜେଲର ଅଧିକ୍ଷକ ଓ ଜେଲର ମାଡ଼ମାରି ଅମାନବିକ ଅତ୍ୟାଚାର କରିଥିବା ଅଭିଯୋଗ ଆଣିଥିଲେ ପୁଞ୍ଜିଲାଲର ଓକିଲ। ଅଭିଯୋଗ ପରେ ପରେ, ଜେଲ କର୍ତ୍ତୃପକ୍ଷଙ୍କୁ ପୁଞ୍ଜିଲାଲର ସ୍ୱାସ୍ଥ୍ୟ ସଂର୍ପକିତ ରିପୋର୍ଟ ଦେବା ସହ ବଲାଙ୍ଗିର ଏସପିଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ଏଡିଜେ। ଆଉ ଏ ନେଇ ସମସ୍ତ ଦଲିଲ ଦସ୍ତାବିଜ ଯାଞ୍ଚ କରିବା ପରେ ପାଟଣାଗଡ଼ ଏଡିଜେ ମାମଲାକୁ ଖାରଜ କରିଦେଇଛନ୍ତି। ଘଟଣା ସଂର୍ପକରେ ଜେଲ ଅଧିକ୍ଷକ ପ୍ରତକ୍ରିୟା ଦେଇ କହିଛନ୍ତି, 'ଏହା ସଂପୂର୍ଣ୍ଣ ମିଥ୍ୟ। ଏହା ପୁଞ୍ଜିଲାଲଙ୍କ ବଦମାସୀ।'

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ଼ରେ ଫୁଟିଥିଲା ପାର୍ସଲ ବୋମା। ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ସଂର୍ପକୀୟ ଜେଜେ ମାଁଙ୍କ ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଘଟଣାର ଦୁଇମାସ ପରେ ପାର୍ସଲ ବୋମାର ଏକ ମାତ୍ର ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲକୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ।

ଜାମିନ ନାମଞ୍ଜୁର ପରେ ପାଟଣାଗଡ଼ ଜେଲରେ ଥିଲା ପୁଞ୍ଜିଲାଲ। ହେଲେ ଜାନୁୟାରୀ ୨୪, ୨୦୧୯, ପାଟଣାଗଡ ଜେଲ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ମାରିବାକୁ ପୁଞ୍ଜିଲାଲ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ପାଟଣାଗଡ ଜେଲର। ତା ପରେ ଫେବୃୟାରୀ, ୮, ୨୦୧୯, ବଲାଙ୍ଗିର ଜେଲକୁ ସ୍ଥାନାନ୍ତରିତ ହୋଇଥିଲା ପୁଞ୍ଜିଲାଲ। ହେଲେ ବଲାଙ୍ଗିର ଜିଲ୍ଲା ଆସିବା ପରେ ଆମରଣ ଅନଶନ କରିଥିଲା ପୁଞ୍ଜିଲାଲ। ୮ ଦିନ ପରେ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ବଲାଙ୍ଗିର ଡାକ୍ତରଖାନାରେ ପୁଞ୍ଜିଲାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

୨୦୨୦ ମସିହା, ଜାନୁୟାରୀ, ୨୪ ତାରିଖ, ମାଁର ଶବସତ୍କାରରେ ଯୋଗଦେଇ, ସାମ୍ବାଦିକଙ୍କୁ ନୀତିଶିକ୍ଷା ଦେଇଥିଲା ପୁଞ୍ଜିଲାଲ। ଏହାପରେ ପୁଣି କୋର୍ଟ ଅନୁମତି କ୍ରମେ ମାଁର ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ମଧ୍ୟବର୍ତ୍ତକାଳୀନ ଜାମିନରେ ଆସି ପୂଜାପାଠ କରିଥିଲା ପୁଞ୍ଜିଲାଲ। ଏପରିକି ପାଟଣାଗଡ଼ରେ ପୁଞ୍ଜିଲାଲଙ୍କ କାର୍ ଡ୍ରାଇଭ ବି ଖୁବ ଚର୍ଚ୍ଚାରେ ଥିଲା। ଏପରି ମଝିରେ ମଝିରେ ଜେଲ ଭିତରେ, ପୁଞ୍ଜିଲାଲର ହରକତର ଅନେକ ଅଭିଯୋଗ ଆସୁଥିବା ବେଳେ ଏବେ ପୁଣିଥରେ ତାକୁ ମାଡ଼ ମାରିଥିବା ଅଭିଯୋଗ ଆଣିଥିଲେ ପୁଞ୍ଜିଲାଲର ଓକିଲ। କିନ୍ତୁ ମୃତ ସୌମ୍ୟଶେଖରଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ପୁଞ୍ଜିଲାଲ ଏପରି ଏକ ବ୍ୟକ୍ତି, ସେ କୋଉଠି ବି ଶାନ୍ତିରେ ରହିବ ନାହିଁ କି କାହାକୁ ଶାନ୍ତିରେ ରଖେଇଦେବ ନାହିଁ। ତେଣୁ ପୁଣିଥରେ ପୁଞ୍ଜିଲାଲକୁ କଠୋର ଦଣ୍ଡବିଧାନ ଦେବା ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଶେଖରଙ୍କ ବାପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story