ଗୁଣିଗାରେଡ଼ି ସନ୍ଦେହରେ ମାଆ ଓ ଝିଅଙ୍କୁ ମାଡ଼

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ମାଆ ଓ ଝିଅଙ୍କୁ ଆକ୍ରମଣ କରିଛନ୍ତି ଗାଁ ଲୋକେ। ଉଡ଼ାପଡ଼ା ଗାଁରେ ଏକ ଘର ଭ଼ଡ଼ା ନେଇ ମାଆ ଓ ଝିଅ ରହୁଥିଲେ। ତେବେ ମାଆ ଓ ଝିଅ ଗୁଣିଗାରେଡି କରୁଥିବା ଅଭିଯୋଗ କରି ଗାଁ ଲୋକେ ସେମାନଙ୍କୁ ମାଡ଼ ମାରିବା ସହ ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ସେହି ଘରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କିଛି ଦିନ ତଳେ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 12:41 PM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ମାଆ ଓ ଝିଅଙ୍କୁ ଆକ୍ରମଣ କରିଛନ୍ତି ଗାଁ ଲୋକେ। ଉଡ଼ାପଡ଼ା ଗାଁରେ ଏକ ଘର ଭ଼ଡ଼ା ନେଇ ମାଆ ଓ ଝିଅ ରହୁଥିଲେ। ତେବେ ମାଆ ଓ ଝିଅ ଗୁଣିଗାରେଡି କରୁଥିବା ଅଭିଯୋଗ କରି ଗାଁ ଲୋକେ ସେମାନଙ୍କୁ ମାଡ଼ ମାରିବା ସହ ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ସେହି ଘରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

କିଛି ଦିନ ତଳେ ଗାଁର ୨ ଜଣ ଲୋକଙ୍କ ମୃତ୍ୟୁକୁ ନେଇ ଏଭଳି କାଣ୍ଡ  ଭିଆଇଛନ୍ତି ସ୍ଥାନୀୟ  ଲୋକେ। ପୋଲିସ ଦୁଇ ମାଆ ଓ ଝିଅଙ୍କୁ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos