୧୪ ଫୁଟ ଲମ୍ୱର ଅହିରାଜ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟର ସିଆଡିମାଳ ଗାଁରୁ ୧୪ ଫୁଟ ଲମ୍ୱର ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟି ବୁଧିଆ ସିଂଙ୍କ ବାଡ ଘେରାଯାଇଥିବା ଜାଲରେ ଛନ୍ଦି ହୋଇପଡ଼ିଥିଲା। ଯେତେ ଚେଷ୍ଟା କଲେ ମଧ୍ୟ ଜାଲରୁ ବାହାରି ପାରୁ ନଥିଲା। ଗାଁ ଲୋକେ ସାପଟିକୁ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟର ସ୍ୱର୍ଣ୍ଣଚୂଡା ପାହାଡ଼ରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

king-cobra-snake

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 11:50 AM IST

Related story