୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ; ଜୀବନଯାତ୍ରା ଠପ୍‌

ବାଲେଶ୍ୱର( ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗରେ ଟ୍ରେଡ୍ ୟୁନିୟନ ଆସୋସିଏସନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି  ବନ୍ଦ ପାଳନ କରୁଛି ଟ୍ରେଡ୍ ୟୁନିୟନ। ଫଳରେ ଦୋକାନ ବଜାର ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି। ଏହାସହ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟେ ସେଥିପାଇଁ ପୋଲିସ ମୁତୟନ କରାଯାଇଛି।

ଦିନ ଦ୍ୱିପହରରେ ଗୁଳି ସାଙ୍ଗକୁ ଗ୍ୟାଙ୍ଗ ଓ୍ୱାର ଭଳି ଘଟଣା ସହରରେ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଥିବା ଟ୍ରେଡ୍ ୟୁନିୟନ ଆସୋସିଏସନ ଅଭିଯୋଗ କରିଛି। ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ସଂଗଠନ ମଧ୍ୟ ପରୋକ୍ଷରେ ସମର୍ଥନ କରିଛନ୍ତି।

Ordigital Desk
• Published: Saturday, 10 February 2018
• Updated: 10 February 2018, 08:43 AM IST

Sports

Latest News

ବାଲେଶ୍ୱର( ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗରେ ଟ୍ରେଡ୍ ୟୁନିୟନ ଆସୋସିଏସନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି  ବନ୍ଦ ପାଳନ କରୁଛି ଟ୍ରେଡ୍ ୟୁନିୟନ। ଫଳରେ ଦୋକାନ ବଜାର ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି। ଏହାସହ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟେ ସେଥିପାଇଁ ପୋଲିସ ମୁତୟନ କରାଯାଇଛି।

ଦିନ ଦ୍ୱିପହରରେ ଗୁଳି ସାଙ୍ଗକୁ ଗ୍ୟାଙ୍ଗ ଓ୍ୱାର ଭଳି ଘଟଣା ସହରରେ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଥିବା ଟ୍ରେଡ୍ ୟୁନିୟନ ଆସୋସିଏସନ ଅଭିଯୋଗ କରିଛି। ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ସଂଗଠନ ମଧ୍ୟ ପରୋକ୍ଷରେ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos