ବାଲେଶ୍ୱର: ଟିକାକରଣବେଳେ ୨ ଶିଶୁ ଅସୁସ୍ଥ

ବାଲେଶ୍ୱର: ଟିକାକରଣ ବେଳେ ଦୁଇ ଶିଶୁ ଅସୁସ୍ଥ ହେବାକୁ ନେଇ ବାଲେଶ୍ୱର ବାହାନଗା ବ୍ଲକ କୋଚିଆକୋଇଲି ଗାଁରେ ଉତ୍ତେଜନା ଦେଖାଦେଇଛି । ଟିକା ଓଲଟପାଲଟ ଯୋଗୁଁ ଏଭଳି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ବାହାନଗା ସିଡିପିଓ ମେଡିକାଲକୁ ଯାଇ  ଶିଶୁଙ୍କୁ ଦେଖିବା ସହ ଘଟଣା ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷେ ଶିଶୁ ଦୁଇଜଣ ଏବେ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

baleswar

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 02:37 AM IST

Related story