ବଣାଇରେ ମାଓ ପୋଷ୍ଟର

ବଣାଇ: ସ୍ୱାଧୀନତା ଦିବସ ପାଇଁ ସୁରକ୍ଷା ବ୍ୟସ୍ଥା କଡାକଡି କରାଯାଇଥିବା ବେଳେ ଲହୁଣିପଡା ଥାନା ଅନ୍ତର୍ଗତ ରଜାମୁଣ୍ଡା ବାଇପାସ୍ ନିକଟରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଟଙ୍କା ନ ଦେଲେ ଅଟୋ ଚଳାଇ ଦେବୁନାହିଁ ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି। ଏହା ମାଓବାଦୀଙ୍କ କାର୍ଯ୍ୟକଳାପ ନୁହେଁ ଏହା କୌଣସି ଅସାମାଜିକ ବ୍ୟକ୍ତିର କାମ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଆରମ୍ଭ ହୋଇଥିବା ଅତିରିକ୍ତ ଏସପି ରାଧା ବିନୋଦ ପାଣିଗ୍ରାହୀ କହିଛନ୍ତି।

mao

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 06:43 AM IST

Related story