୪ଦଫା ଦାବିରେ ମୟୂରଭଞ୍ଜ ବନ୍ଦ: ଜୀବନଯାତ୍ରା ଠପ୍‌

Ordigital Desk
  • Published: Monday, 08 January 2018
  • , Updated: 08 January 2018, 12:19 PM IST
<p>ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ୪ଦଫା ଦାବିରେ ଆଜି ମୟୂରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।&nbsp; ଝାଡଖଣ୍ଡ ଦିସମ ପାର୍ଟି ଓ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।&nbsp; ଫଳରେ ଯଶିପୁର, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି।&nbsp; ଏଥିସହ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।&nbsp; ସାନ୍ତାଳିକୁ ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ସହ ୪ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।&nbsp; ପୋଲିସ୍&zwnj; ୧୦ ଜଣ ଆନ୍ଦୋଳକାରୀଙ୍କୁ ଗିରଫ କରିଛି।</p>

Related story