ବନ୍ଦିତା ପରିଡ଼ା ପୁଣି ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା ପୁଣିଥରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ହରିଆଣା ଓ ଅରୁଣାଚଳ ପ୍ରଦେଶର ମହିଳା ସଭାନେତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଶ୍ରୀମତୀ ପରିଡ଼ା ଏବେ ପ୍ରଦେଶ କଂଗ୍ରେସ ମହିଳାର ଆକ୍ଟିଂ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଅନୁମୋଦନରେ ଶ୍ରୀମତୀ ପରିଡ଼ାଙ୍କ ନାଁରେ ପୁଣିଥରେ ମୋହର ଲାଗିଛି। ଯାଜପୁରର କୋରେଇ ବିଧାନସଭା ଆସନରୁ ୨୦୧୯ […]

Bandita-Parida

Bandita-Parida

Ordigital Desk
  • Published: Wednesday, 23 June 2021
  • Updated: 23 June 2021, 10:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା ପୁଣିଥରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ହରିଆଣା ଓ ଅରୁଣାଚଳ ପ୍ରଦେଶର ମହିଳା ସଭାନେତ୍ରୀଙ୍କ ନାଁ ଘୋଷଣା କରାଯାଇଛି।

ଶ୍ରୀମତୀ ପରିଡ଼ା ଏବେ ପ୍ରଦେଶ କଂଗ୍ରେସ ମହିଳାର ଆକ୍ଟିଂ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଅନୁମୋଦନରେ ଶ୍ରୀମତୀ ପରିଡ଼ାଙ୍କ ନାଁରେ ପୁଣିଥରେ ମୋହର ଲାଗିଛି। ଯାଜପୁରର କୋରେଇ ବିଧାନସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀମତୀ ପରିଡ଼ା କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତାଙ୍କୁ ପୁଣିଥରେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସର ତତକାଳୀନ ମହିଳା ସଭାନେତ୍ରୀ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କ ପରେ ଶ୍ରୀମତୀ ପରିଡ଼ାଙ୍କୁ ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ଓ ପରେ ପ୍ରଦେଶ ମହିଳା କଂଗ୍ରେସର ଆକ୍ଟିଂ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ପରିଡ଼ାଙ୍କ ସମେତ ଅରୁଣାଚଳ ପ୍ରଦେଶର ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ମାରିନା କେଙ୍ଗଲାଙ୍ଗ ଓ ହରିଆଣାର କଂଗ୍ରେସ ସଭାନେତ୍ରୀ ଭାବେ ସୁଧା ଭରଦ୍ୱାଜଙ୍କୁ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story