ରାଜଧାନୀରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖେଳନା ବନ୍ଧୁକ ଦେଖାଇ ରାଜଧାନୀ ଭୁବନେଶ୍ୱରର ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ପ୍ରାୟ ୨.୭୮ ଲକ୍ଷ ଟଙ୍କା ଲୁଟ ନେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଦୁର୍ବୃତ୍ତମାନେ ମୁଣ୍ଡରେ ହେଲମେଟ୍‌ ପିନ୍ଧି ହାତରେ ଖେଳନା ବନ୍ଧୁକ ଧରି ଲୁଟି ନେଇଛନ୍ତି। ବ୍ୟାଙ୍କରେ କେବଳ ୨ କର୍ମଚାରୀ ଥିଲା ବେଳେ ଧମକାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଆହୁରି ପଢ଼ନ୍ତୁ

କୋଲକାତାକୁ ହରାଇଲା ମୁମ୍ବାଇ, ରୋହିତ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

ପରଲୋକରେ ବଲିଉଡ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ଓଲା ଡ୍ରାଇଭରକୁ ବୋକା ବନାଉଥିଲେ, ବାଟରେ ଡିକି ଖୋଲିଗଲା

ଆରୋଗ୍ୟ ହେଲେ ୪୦୫୨ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟସ୍ ଜିତି ପ୍ରଥମେ ବୋଲିଂ କରିବ କେକେଆର୍

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର ସିଧାସଳଖ ପ୍ରମାଣ ନାହିଁ: ରିପୋର୍ଟ

ବିଦ୍ୟୁତ ତାରରେ ଝୁଲୁଛି ୫ ଗାଁର ଭାଗ୍ୟ!

ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୮ ଲୋକାଲ୍‌ କେସ

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଉଠିଲା ପ୍ରଶ୍ନ

ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ

୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ

ଯାନ୍ତ୍ରୀକ ତ୍ରୁଟିରୁ ବାତିଲ ହେଲା ବିମାନ, ତାତିଲେ ଯାତ୍ରୀ