ରାଜଧାନୀରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖେଳନା ବନ୍ଧୁକ ଦେଖାଇ ରାଜଧାନୀ ଭୁବନେଶ୍ୱରର ଏକ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ପ୍ରାୟ ୨.୭୮ ଲକ୍ଷ ଟଙ୍କା ଲୁଟ ନେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଦୁର୍ବୃତ୍ତମାନେ ମୁଣ୍ଡରେ ହେଲମେଟ୍‌ ପିନ୍ଧି ହାତରେ ଖେଳନା ବନ୍ଧୁକ ଧରି ଲୁଟି ନେଇଛନ୍ତି। ବ୍ୟାଙ୍କରେ କେବଳ ୨ କର୍ମଚାରୀ ଥିଲା ବେଳେ ଧମକାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

loot

loot

Manoranjan Sial
  • Published: Monday, 07 September 2020
  • Updated: 07 September 2020, 06:31 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story