ଭଞ୍ଜନଗର: ଝୁଲନ୍ତା ଅବସ୍ଥାରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଳା  ଭଞ୍ଜନଗର ଗୟାଗଣ୍ଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ନିରଞ୍ଜନ ନାୟକ। ଆଜି ସକାଳେ ତାଙ୍କ ନିଗମାନନ୍ଦ ମାର୍ଗ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତେବେ ନିରଞ୍ଜନ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି  ତାହା ସ୍ପଷ୍ଟ ହୋଇ ନାହିଁ।

bank

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 07:00 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଳା  ଭଞ୍ଜନଗର ଗୟାଗଣ୍ଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ତାଙ୍କ ନାଁ ନିରଞ୍ଜନ ନାୟକ। ଆଜି ସକାଳେ ତାଙ୍କ ନିଗମାନନ୍ଦ ମାର୍ଗ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

 ତେବେ ନିରଞ୍ଜନ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି  ତାହା ସ୍ପଷ୍ଟ ହୋଇ ନାହିଁ।

Related story