ବିଳମ୍ବିତ ରାତିରେ ବ୍ୟାଙ୍କରୁ ଲୁଟ ଉଦ୍ୟମ

ଭଞ୍ଜନଗର ( ଓଡ଼ିଶା ରିପୋର୍ଟର ):  ବିଳମ୍ବିତ ରାତିରେ ବ୍ୟାଙ୍କରୁ ଲୁଟ ଉଦ୍ୟମ । ଗତକାଲି  ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିଲେ । ସେମାନେ ବ୍ୟାଙ୍କର ସିସିଟିଭି, ସାଇରନ ଭାଙ୍ଗିବା ସହ ଲକର ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇ ଚାଲି ଯାଇଥିଲେ। ଆଜି ସକାଳେ  ବ୍ୟାଙ୍କ ଲକର ଭଙ୍ଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। […]

bank-1..1

bank-1..1

Niharika Rout
  • Published: Saturday, 24 August 2019
  • Updated: 24 August 2019, 01:25 PM IST

Sports

Latest News

ଭଞ୍ଜନଗର ( ଓଡ଼ିଶା ରିପୋର୍ଟର ):  ବିଳମ୍ବିତ ରାତିରେ ବ୍ୟାଙ୍କରୁ ଲୁଟ ଉଦ୍ୟମ । ଗତକାଲି  ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିଲେ । ସେମାନେ ବ୍ୟାଙ୍କର ସିସିଟିଭି, ସାଇରନ ଭାଙ୍ଗିବା ସହ ଲକର ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇ ଚାଲି ଯାଇଥିଲେ।

ଆଜି ସକାଳେ  ବ୍ୟାଙ୍କ ଲକର ଭଙ୍ଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।  ଗାଙ୍ଗପୁର ପୋଲିସ ବ୍ୟାଙ୍କରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସିସିଟିଭିର ହାର୍ଡଡିସ୍କ ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story