ବାଙ୍କି ବରହମପୁରାର ମୃତଚାଷୀ ବାଙ୍କ ବିହାରୀଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି

କଟକ: କଟକ ଜିଲ୍ଲା ବାଙ୍କି ବରହମପୁରା ଗାଁର ମୃତଚାଷୀ ବାଙ୍କ ବିହାରୀଙ୍କ ପରିବାରକୁ ଭେଟିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ବାଙ୍କ ଚାଷ ପାଇଁ କରିଥିବା ଋଣ ଶୁଝି ନ ପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ପିସିସି ସଭାପତି ପ୍ରସାଦଙ୍କୁ କହିଥିଲେ । ପିସିସି ସଭାପତି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହା  ସହିତ ଚାଷ କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କୁ ଋଣ ଛାଡ କରିବାକୁ ମଧ୍ୟ ସେ […]

farmer-5

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 08:12 AM IST

କଟକ: କଟକ ଜିଲ୍ଲା ବାଙ୍କି ବରହମପୁରା ଗାଁର ମୃତଚାଷୀ ବାଙ୍କ ବିହାରୀଙ୍କ ପରିବାରକୁ ଭେଟିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ବାଙ୍କ ଚାଷ ପାଇଁ କରିଥିବା ଋଣ ଶୁଝି ନ ପାରି ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ପିସିସି ସଭାପତି ପ୍ରସାଦଙ୍କୁ କହିଥିଲେ । ପିସିସି ସଭାପତି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହା  ସହିତ ଚାଷ କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କୁ ଋଣ ଛାଡ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

Related story